କୋଭିଡ଼ -୧୯ ପରାମର୍ଶ ପାଇଁ ଆପୋଲୋ ଓ ଏୟାରଟେଲ ସହଭାଗୀତା
ନୂଆଦିଲ୍ଲୀ: ଆପୋଲୋ ହସ୍ପିଟାଲ ଗ୍ରୁପର ଡ଼ିଜିଟାଲ ବ୍ୟବସାୟିକ ୟୁନିଟ ଆପୋଲୋ ୨୪ ଘଣ୍ଟିଆ ସହ ଭାରତୀ ଏୟାରଟେଲ ଏକ ନବସର୍ଜନା ସହଭାଗୀତା କରିଛି । ଏହାଦ୍ୱାରା ସମାଜ ରେଡ଼ିଜିଟାଲ ପ୍ରଯୁକ୍ତିର ଉତ୍ତମ ବ୍ୟବହାର ହୋଇପାରିବ । କୋଭିଡ଼-୧୯ ବିରୋଧରେ ଦେଶର ସଂଗ୍ରାମ ପ୍ରତିଏହି ପ୍ରଯୁକ୍ତି ସହାୟକ…