ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ
କଟକ: ହୁତୁ ହୋଇ ଜଳିଲା ଲୁଗା ଦୋକାନ । କେହି କିଛି ଜାଣିବା ପୂର୍ବରୁ ଦୋକାନ ସାରା ବ୍ୟାପିଗଲା ନିଆଁର ପ୍ରକୋପ । କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।
ସୂଚନା…