ମହୁଆ ମୋଇତ୍ରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଶଶି ଥରୁର: କହିଲେ, ସେଠାରେ ଆହୁରି ଅନେକ…
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ସହ ତାଙ୍କର ଫଟୋ ଭାଇରାଲକୁ ନେଇ ମୁହଁ ଖୋଲିଛନ୍ତି । ଶଶି ଥରୁରୁ ଏକ ବୟାନ ଦେଇ ଏହା ନିମ୍ନସ୍ତରର ରାଜନୀତି ବୋଲି କହିଛନ୍ତି । ଥରୁର କହିଛନ୍ତି, ଏହି ଫଟେ ଏକ ଜନ୍ମଦିନ ଭୋଜି ସମୟରେ ଉଠା…