ବିଜେପି ନେତାଙ୍କ ସହ ବନ୍ଧୁତ୍ୱ ରହିବ: ନୀତୀଶଙ୍କ ବୟାନ ପରେ ତେଜସ୍ବୀଙ୍କ କଟାକ୍ଷ
ପାଟଣା: ଭାରତୀୟ ଜନତା ପାର୍ଟିର ଜଣେ ନେତାଙ୍କ ପ୍ରତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୋମବାର କଟାକ୍ଷ କରିଛନ୍ତି।
ନୀତୀଶ କୁମାର କହିଥିଲେ ଯେ, ସେ ଜୀବନ ଥିବା ଯାଏଁ ବିଜେପି ନେତାଙ୍କ ସହ ବନ୍ଧୁତାରେ…