Latest Odisha News

BREAKING NEWS

ବଢ଼ିଲା ବିତର୍କ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ଭାରତ ହେବ ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅଧିବେଶନରେ କଣ ଆଲୋଚନା ହେବ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି। ତେଣୁ ଏହାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରସଙ୍ଗରେ ବିତର୍କ ହେଉଛି। ଏହାରି ଭିତରେ ଦେଶର ନାଁ…

‘ଗୁରୁ ଦିବସ’ରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ଆଜି ପବିତ୍ର ‘ଗୁରୁ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ…

ୟୁକ୍ରେନ ଆକ୍ରମଣ ପରେ ସବୁଠୁ କମ୍, ଜୁଲାଇରେ ଭାରତକୁ ଶସ୍ତାରେ ତେଲ ଦେଇଛି ରୁଷ

ନୂଆଦିଲ୍ଲୀ: ଗତବର୍ଷ ପେବୃଆରୀରେ ମସ୍କୋର ୟୁକ୍ରେନ୍ ଆକ୍ରମଣ ପରେ ଜୁଲାଇ ମାସରେ ଭାରତୀୟ ବନ୍ଦରଗୁଡ଼ିକରେ ରୁଷୀୟ ତୈଳ ଯୋଗାଣର ହାରାହାରି ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଛି ବୋଲି ଭାରତ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି। ଜୁଲାଇ ମାସରେ ଭାରତକୁ ରୁଷୀୟ ତୈଳ ବ୍ୟାରେଲ ପିଛା ହାରାହାରି ୬୮.୦୯…

ନିକଟ ଅତୀତରେ ଅର୍ଥନୀତିରେ ଆମେରିକାକୁ ଚୀନ୍ ଟପିବା ସମ୍ଭାବନା କମ୍ !

ନୂଆଦିଲ୍ଲୀ: ବ୍ଲୁମବର୍ଗ ଇକୋନୋମିକ୍ସର ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ଚୀନର ଆର୍ଥିକ ଅଭିବୃଦ୍ଧି ପୂର୍ବ ଧାରଣାଠାରୁ ଅଧିକ ହ୍ରାସ ପାଉଛି । ତେଣୁ ଆମେରିକାକୁ ଅର୍ଥନୀତିରେ ଟପିଯିବ ବୋଲି ଯେଉଁ କୁହାଯାଉଥିଲା ତାହା ହୁଏତ ଆଉ ଏବେ ସମ୍ଭବ ନୁହେଁ। ପୂର୍ବ ଆକଳନ ଅନୁଯାୟୀ 2040 ଦଶକର…

ଅମିତାଭ ବଚ୍ଚନଙ୍କୁ ଆଇସିସି ଦିନିକିଆ ବିଶ୍ୱକପର ଗୋଲ୍ଡେନ ଟିକେଟ ପ୍ରଦାନ କଲେ ଜୟ ଶାହ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ବୁଧବାର ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟର ଗୋଲ୍ଡେନ ଟିକେଟ ପ୍ରଦାନ କରିଛନ୍ତି । ୮୦ ବର୍ଷୀୟ ଏହି ମହାନ କଳାକାରଙ୍କୁ ଜୟ ଶାହ ନିଜ ହାତରେ ଟିକେଟ ପ୍ରଦାନ କରିଥିଲେ । ସେ ଜଣେ କ୍ରିକେଟପ୍ରେମୀ ହୋଇଥିବାରୁ…

ସୁନ୍ଦର ଦେଖାଯିବା ପାଇଁ ମହିଳା ନେଲେ ଇଞ୍ଜେକ୍ସନ, ମୁହଁରେ ସିମେଣ୍ଟ ପରି ଜମାଟ ବାନ୍ଧିଗଲା

ନ୍ୟୁୟର୍କ: ଆଜିର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ପୂର୍ବରୁ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଘରୋଇ ଉପଚାର ବ୍ୟବହାର କରୁଥିଲେ । କିନ୍ତୁ ଆଜିକାଲି ଲୋକମାନେ ସର୍ଟକଟ୍ ନେବାକୁ ଚାହୁଁଛନ୍ତି । କମ୍ ସମୟ ମଧ୍ୟରେ ସେ ନିଜ ଚେହେରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି…

ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଲେ ନିର୍ଦ୍ଦେଶକ, ପ୍ରତିକ୍ରିୟା ରଖିଲେ ମନାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରା ଏବେ ଖୁବ୍ ଚର୍ଚ୍ଚାରେ । କିଛି ଦିନ ତଳେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି…

‘ଭାରତ ଯୋଡୋ’ ନାଁରେ କଂଗ୍ରେସ ରାଲି କରିପାରିବ, ‘ଭାରତ ମାତା କି ଜୟ’ ନାରାରେ ଅଡ଼ୁଆ…

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସର ନା ଦେଶ ପ୍ରତି ନା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି କାହା ପ୍ରତି ସମ୍ମାନ ରହିଛି? ଏହି ଦଳ କେବଳ ଗୋଟିଏ ସ୍ୱତନ୍ତ୍ର ପରିବାରର ମହିମାକୁ ନେଇ ଚିନ୍ତିତ ବୋଲି କହିଛନ୍ତି। 'ଇଣ୍ଡିଆର ରାଷ୍ଟ୍ରପତି'…

ଟାଇମ ସ୍କ୍ୱାୟରରେ ଗୀତ ଲଂଚ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେଲା ଦି ଭ୍ୟାକ୍ସିନ ୱାର

ନୂଆଦିଲ୍ଲୀ: ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ବହୁ ପ୍ରତୀକ୍ଷିତ ଦି ଭ୍ୟାକ୍ସିନ ୱାରର ପ୍ରଚାର ଟାଇମ୍ସ ସ୍କ୍ୱାୟରରେ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହାର ଗୀତ ଏଠାରେ ଲଂଚ କରାଯାଇଥିଲା । ଫ୍ଲାଶ ମବର ଚମତ୍କାର କୋରିଓଗ୍ରାଫି ଯୋଗୁ ଏହାର ପ୍ରଦର୍ଶନ ଜୀବନ୍ତ ହୋଇ…

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ…