ଏମିତି ଜଣେ ବଡ଼ି ବିଲ୍ଡ଼ର,ଯାହାର ବେକର ଚଉଡ଼ା ୨୦ ଇଞ୍ଚ
କଲମ୍ବିଆ: ସାଧାରଣତଃ ମଣିଷଙ୍କ ବେକର ମୋଟା ୧୪ରୁ ୧୭ ଇଞ୍ଚ ମଧ୍ୟରେ ହୋଇଥାଏ । ହେଲେ ନିକଟରେ କଲମ୍ବିଆର ବଡିବିଲ୍ଡରଙ୍କ ବେକ ସବୁଠୁ ମୋଟା ବୋଲି ଜଣାପଡ଼ିଛି । ତାଙ୍କ ବେକର ଚଉଡ଼ା ୨୦ ଇଞ୍ଚ । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।
କଲମ୍ବିଆର ବଡି ବିଲଡର ରୁବେଲ ମସ୍କ୍ୟେୁରାଙ୍କ ବେକ…