Latest Odisha News

BREAKING NEWS

ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି। ପ୍ରତ୍ୟେକ…

୨୦୨୪ ନିର୍ବାଚନ ପରେ ଜନଗଣନା ସହ ସ୍ଥିର ହେବ ସୀମା ନିର୍ଦ୍ଧାରଣ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବା ପାଇଁ ଜନଗଣନା କରାଯିବ। ଠିକ୍ ନିର୍ବାଚନ ପରେ ଏହା ଆରମ୍ଭ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ପରବର୍ତ୍ତୀ ସରକାର ଏହି ପରିସୀମା ନିର୍ଦ୍ଧାରଣ କାର୍ଯ୍ୟ…

ବିଶ୍ୱକପ କ୍ରିକେଟ ପାଇଁ ଲଂଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଭାରତରେ ଏହା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ । ବୁଧବାର ବିଶ୍ୱକପ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଲଂଚ କରାଯାଇଛି । ଟିମ ଇଣ୍ଡିଆର ଅଫିସିଆଲ କିଟ ସ୍ପନଶର ଆଦିଦାସ ଏକ ଭିଡିଓ…

ଲୋକସଭାରେ ୪୫୪ଟି ଭୋଟ ସହ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍। ସପକ୍ଷରେ ୪୫୪ଟି ଭୋଟ୍ ପଡ଼ିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ଅର୍ଥାତ ଦୁଇ ଜଣ ସାଂସଦ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଛନ୍ତି। 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ନାମରେ ଏହି ବିଲ୍କୁ ଆଇନ ମନ୍ତ୍ରୀ ଅର୍ଜୁନ ରାମ…

ଗଣେଶ ବିସର୍ଜନ କରିବାକୁ ଯାଇ ନାଗାବଳୀ ନଦୀରେ ଭାସି ଗଲେ ଯୁବକ

ରାୟଗଡ଼ା: ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପ୍ରଖର ନଦୀ ଜଳସ୍ତରରେ ଭାସି ଗଲେ ଜଣେ ୩୨ ବର୍ଷ ଯୁବକ। ରାୟଗଡାର ନାଗାବଳୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ପ୍ରଖର ଓ ଭୀଷଣ ଭାବେ ବଢ଼ିବାରେ ଲାଗିଛି। ସୂଚନା ଅନୁସାରେ ଆଜି ମଧହର୍ଣ୍ଣ ତିନି ଘଣ୍ଟା…

ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର ୨’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍ ହେବାକୁ ଯାଉଛି ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବକ୍ସ ଅଫିସ୍‌ରେ…

୨୦,୦୦୦ କୀଟରେ ଦେବୀ ପ୍ରତିମା : ତିଆରି କରିବାକୁ ଲାଗିଥିଲା ୬ ବର୍ଷ

ଜାପାନ: ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭାସ୍କର୍ଯ୍ୟ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ତେବେ ଜାପାନରେ ଏମିତି କିଛି ଅଦ୍ଭୁଦ ଭାସ୍କର୍ଯ୍ୟ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ୨୦ ହଜାର ବିଭିନ୍ନ ପ୍ରକାର କୀଟରେ…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ସେମିରେ ଅନ୍ତିମ

ବେଲଗ୍ରେଡ: ଭାରତର ଯୁବ ରେସଲର ଅନ୍ତିମ ପଙ୍ଘଲ ସର୍ବିୟାରେ ଅନୁଷ୍ଠିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ସେ ବିଶ୍ୱ ଚାମ୍ପିୟନ ଓଲଭିୟା ଡୋମିନିକଙ୍କୁ ୩-୨ରେ ହରାଇଛନ୍ତି । ପ୍ରଥମେ ଆମେରିକୀୟ ରେସଲର ୨-୦ରେ ଅଗ୍ରଣୀ ରହିଥିଲେ ।…

ଟ୍ରମ୍ପଙ୍କ ପୁଅ ଟୁଇଟ କରି କହିଲେ-‘ମୋ ବାପାଙ୍କ ମୃତ୍ୟୁ ହୋଇଯାଇଛି’ ହ୍ୟାକ ହୋଇଗଲା କି ଆକାଉଣ୍ଟ ?

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଟ୍ରମ୍ପଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇ ଯାଇଛି । ତାଙ୍କ ଆକାଉଣ୍ଟରୁ ଲଗାତାର ଆପତ୍ତିଜନକ ପୋଷ୍ଟ ଆସୁଛି । ଅବଶ୍ୟ ଆକାଉଣ୍ଟ ହ୍ୟାକ ହେବା ନେଇ ଏ ଯାଏ କୌଣସି ସୂଚନା ଅଫିସିଆଲି ଦିଆ ଯାଇନାହିଁ । ତେବେ ତାଙ୍କ…

ଅଜଗର ସାପ ସହ ସର୍ଫିଙ୍ଗ୍ ମହଙ୍ଗା ପଡ଼ିଲା, ଭରିଲେ ୧,୫୦୦ ଡଲାର ଜରିମାନା

ଅଷ୍ଟ୍ରେଲିଆ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ । କିଏ ବିଭିନ୍ନ ସ୍ଥାନ ବୁଲିବାକୁ ଭଲ ପାଆନ୍ତି ତ ଆଉ କିଏ ପଶୁପକ୍ଷୀ ପାଳିବାକୁ ଭଲ ପାଆନ୍ତି । ଆଉ କେହି ସାପ ପାଳିବାକୁ ବି ରୁଚି ରଖନ୍ତି । ସେମାନେ ସାପ ଧରିବା ସହ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ…