Latest Odisha News

BREAKING NEWS

ସାଉଥ୍ ସିନେମା ଜଗତରେ ଶୋକର ଛାୟା: ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ବର୍ଷର ଝିଅ ଲାରାର ଆତ୍ମହତ୍ୟା

ମୁମ୍ବାଇ: ସାଉଥ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଅଭିନେତା ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷର ଝିଅ ଲାରା ଆଣ୍ଟୋନୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତକାଲି ଏହି ଘଟଣା ଘଟିଛି  । ଯାହାକୁ ନେଇ ସମଗ୍ର ସାଉଥ୍ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି  । ଭୋର୍ ସକାଳ…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ ଲେଖକ : ସଦାଶିବ ରଥ ବୀରରାମଚନ୍ଦ୍ରପୁର, ପୁରୀ ମୂଲ୍ୟ ‐ ୪୫/- ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭…

ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଚାଲିଛି ଗଜାନନଙ୍କ ଆରାଧନା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଗଜାନନ  । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ସବୁଠି ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଉଛି  । ସୁଉଚ୍ଚ ତୋରଣ ସାଙ୍ଗକୁ ବିଶାଳକାୟ ମେଢ ଏବଂ ରଙ୍ଗୀନ ଆଲୋକମାଳା ଆଖି ଝଲସାଇ ଦେଉଛି  । ହୋମଯଜ୍ଞରେ…

ଭାଷା ଭାଗବତ : ସ୍ମୃତି ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ମୃତି ତ ଅମୂଲ୍ୟ ସଂପତ୍ତି ସୂଚାଏ ଜୀବନର ଗତି ତହିଁରୁ କରିଲେ ନିଷ୍ପତ୍ତି ହୁଏ ବ୍ୟକ୍ତିର ସର୍ବୋନ୍ନତି ପୂର୍ବ ବିଫଳତାରୁ ଶିଖି ଯେ କେହି ଖୋଲିଥାଏ ଆଖି ଭବିଷ୍ଯତର ସ୍ବପ୍ନ ଦେଖି ତାହା ସହିତ ରହେ ଲାଖି ସ୍ମୃତି ଓ…

ଇତିହାସ ପାଲଟିଲା ପୁରଣା ସଂସଦ ଭବନ : ଆଜିଠୁ ନୂଆ ସଂସଦ ଭବନରେ ହେବ ଅଧିବେଶନ

ନୂଆଦିଲ୍ଲୀ: ସ୍ବାଧୀନ ଭାରତର ଗଣତନ୍ତ୍ରର ପ୍ରତୀକ ଥିବା ପୁରୁଣା ସଂସଦ ଭବନ ଆଜି ଇତିହାସର ପୃଷ୍ଠାରେ ରେକର୍ଡ ହେବ । ଆଜି ଗଣେଶ ଚତୁର୍ଥୀରୁ  ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ସଂସଦର ଏୗତିହ୍ୟ ଏବଂ ଗର୍ବର ସାକ୍ଷୀ ଥିବା ପୁରୁଣା ସଂସଦ ଭବନରୁ ଆଜି ସମସ୍ତ ସାଂସଦ ନୂତନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସ୍ନାନ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଶେଷ ପର୍ଯ୍ଯାୟରେ ଦର୍ପଣ ଉପରେ ପଡ଼ିଥିବା ପ୍ରତିବିମ୍ବକୁ ଚନ୍ଦନ ଲେପନ କରିବେ ଓ ମନ୍ତ୍ର ଗାଇବେ "ଗନ୍ଧ ଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…

ଶିକ୍ଷକଙ୍କ କମାଲ: ତିଆରି କଲେ ରୋବୋ, ୨୫ଟି ସ୍କୁଲରେ ପଢାଇଲାଣି ପାଠ

କର୍ଣ୍ଣାଟକ: ସ୍କୁଲ ୟୁନିଫର୍ମ ପିନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ରିବନ ବାନ୍ଧି କୁନି ଝିଅଟିଏ ନିୟମିତ ସ୍କୁଲ ଆସୁଛି । ସେ ପାଠ ପଢିବା ପାଇଁ ନୁହେଁ ବରଂ ଅନ୍ୟ ପିଲାମାନଙ୍କୁ ପଢାଇବା ପାଇଁ । ଏହା ଶୁଣିବା ପରେ ଆପଣ ଭାବୁଥିବେ ଗୋଟେ କୁନି ଝିଅ କ’ଣ ପଢାଉଥିବ ? ବାସ୍ତବରେ ଏହା କୌଣସି ଛାତ୍ରୀ…

କରିନାଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା : ବିଜୟ ବର୍ମା

ମୁମ୍ବାଇ: କରିନା କପୁରଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା । ତାଙ୍କ ସହିତ ରୋମାଣ୍ଟିକ ସିନ୍ କରିବା ମୋ ପାଇଁ ଏତେ ସହଜ ନ ଥିଲା ବୋଲି କହିଛନ୍ତି ବଲିଉଡ଼ ଅଭିନେତା ବିଜୟ ବର୍ମା । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହା…