Latest Odisha News

BREAKING NEWS

ସଂସଦରେ ମହିଳା ସଂରକ୍ଷଣ ବିଲ: ପାସ ହେଲେ ବି ୨୦୨୯ ପୂର୍ବରୁ କାର୍ଯ୍ୟକାରୀ ହୋଇ ପାରିବନି

ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଧିବେଶର ୨ୟ ଦିନ । ନୂତନ ଭବନର ପ୍ରଥମ ଦିନକୁ ଐତିହାସିକ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଦିନରେ ଉପସ୍ଥାପିତ କରିଛନ୍ତି ମହିଳା ସଂରକ୍ଷଣ ବିଲ । ଏହି ବିଲର ସ୍ୱତନ୍ତ୍ର ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ‘ମହିଳା ବନ୍ଦନ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଉତ୍ତର ଓଡ଼ିଶା ଦେଇ ଗତି କରିବା…

ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ: ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ସୁବର୍ଣ୍ଣପୁର/ନୂଆପଡା: ରାତି ପାହିଲେ ପାଳିତ ହେବ ପଶ୍ଚିମ ଓଡିଶା ର ଲୋକପର୍ବ ନୁଆଁଖାଇ । ଏଥିପାଇଁ ଏବେ ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଛି  । ନୂଆଁ ନୂଆଁରେ ପାଳନ ହୋଇଥାଏ ନୂଆଖାଇ ପର୍ବ  । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ  ।…

ଓଡ଼ିଶା ସମେତ ୨ଟି ରାଜ୍ୟରେ କୁଡମି ଆଦିବାସୀଙ୍କ ରେଳ ରୋକ ଆନ୍ଦୋଳନ, ୨ଟି ଟ୍ରେନ ବାତିଲ

ଭୁବନେଶ୍ୱର: ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଆଦିବାସୀ କୁଡମି ସମାଜ ଦ୍ୱାରା ରେଳ ରୋକ ଆନ୍ଦୋଳନ କରାଯାଇଛି। ଏଥିଲାଗି ବୁଧବାର ସକାଳଠାରୁ ଟ୍ରେନ୍ ସେବାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପୂର୍ବତଟ ରେଳବାଇ (ECoR) ମଙ୍ଗଳବାର ସୂଚନା ଦେଇଛି। ଆଜି ଭୁବନେଶ୍ୱର-ଧନବାଦ୍…

ଗଞ୍ଜାମ ପୋଲିସକୁ ବଡ ସଫଳତା: ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ, ୧୨ ଜୁଆଡ୍ଡି ଗିରଫ

ଗଞ୍ଜାମ: ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି  । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଆକ୍ସନ ମୋଡରେ ରହିଛି ଗଞ୍ଜାମ ପୋଲିସ । ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ବେଶାଲ ଡ୍ରାଇଭ୍ କରାଯାଇଛି  । ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୧୨ ଜଣ ଜୁଆଡ୍ଡିଙ୍କୁ ଗିରଫ କରାଯାଇଛି  ଏବଂ…

ତୁଟିଲା ୭୫ ବର୍ଷର ସମ୍ପର୍କ; ରହିଯିବ କାହାଣୀ ହୋଇ. ପ୍ରେରଣା ହୋଇ

ନୂଆଦିଲ୍ଲୀ: ତୁଟିଲା ୭୫ ବର୍ଷର ସମ୍ପର୍କ । ଇତିହାସ ପାଲଟିଲା ଅନୁଭୂତି । ଏ ଇତିହାସ ଭିତରେ ଲୁଚିଯିବ କେତେ ସଂଘର୍ଷର କାହାଣୀ । ହଜିଯିବ କେତେ ଉତ୍‌ଥାନ ପତନର ଦୃଶ୍ୟପଟ । ଦିନେ ଏଇଠୁ ଆରମ୍ଭ ହୋଇଥିଲା ସ୍ୱାଧୀନ ଭାରତର ଜୟଯାତ୍ରା  । ଆଜି ଏ ଜୟଯାତ୍ରାରେ ପଛରେ ପଡିଯବ ପୁରୁଣା ପାର୍ଲାମେଣ୍ଟ…

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ, ୯ ଗୁରୁତର

କଳାହାଣ୍ଡି: ମଙ୍ଗଳବାର କାଲାହାଣ୍ଡି ଜିଲ୍ଲାର ଜୁନାଗଡ ଅଞ୍ଚଳରେ ଅଘଟଣ। ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଜିଲ୍ଲାର ଜୁନଗଡ଼ ବ୍ଲକ ଅନ୍ତର୍ଗତ ଦସିଗାଁ ଗ୍ରାମ ନିକଟରେ ଏହି…

ଆସନ୍ତା ମାସରେ ନିଲାମ ହେବ ଦୁର୍ଲଭ ଡାଇନୋସର ବେରୀର କଙ୍କାଳ

ନୂଆଦିଲ୍ଲୀ:  ନିଲାମ ହେବାକୁ ଯାଉଛି ଦୁର୍ଲଭ ଡାଇନୋସର ବେରୀର କଙ୍କାଳ  । ଏହି କଙ୍କାଳ ୧୫ କୋଟି ବର୍ଷର ବୋଲି କୁହାଯାଉଛି  । ଏହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯିବ  । ଏହା ଏତେ ବର୍ଷ ପୁରୁଣାର ହୋଇଥିଲେ ବି ଏହାକୁ ସୁରକ୍ଷିତ ଭାବେ ରଖାଯାଇଛି  । ୧୯୯୦ ମସିହାରେ ଆମେରିକାର…

ରାଜମୌଲୀଙ୍କ ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ

ମୁମ୍ବାଇ: ବାହୂବଳୀ, ଆରଆରଆର ପରି ବ୍ଲକବଷ୍ଟର ଫିଲ୍ମ କରିଥିବା ଏସଏସ ରାଜମୌଲୀ ତାଙ୍କ ଆଗାମୀ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂତନ ଫିଲ୍ମର ନାମ ମେଡ ଇନ ଇଣ୍ଡିଆ ରଖାଯାଇଛି । ଭାରତୀୟ ସିନେମାର ଫାଦରଙ୍କ ଉପରେ ଏହି ଫିଲ୍ମ ଆଧାରିତ । ସୂଚନାଯୋଗ୍ୟ, ଦାଦା ସାହେବ ଫାଲକେଙ୍କୁ…

ସୁନ୍ଦରଗଡର ଆତଙ୍କ ଖେଳାଇଲା ସ୍କ୍ରବ ଟାଇଫସ: ପୁଣି ୧୦ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ସୁନ୍ଦରଗଡର ଆତଙ୍କ ସୃଷ୍ଟି କରିଛି ସ୍କ୍ରବ ଟାଇଫସ । ପ୍ରତିଦିନ ବଢି ଚାଲିଛି ରୋଗୀ ସଂଖ୍ୟା ।  ମଙ୍ଗଳବାର ପୁଣି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୯୩ରେ ପହଞ୍ଚିଛି । ଗତକାଲି ଚିହ୍ନଟ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତ ଅଛି ।…