ଜରୁରୀକାଳୀନ ମରାମତି ପାଇଁ ଦୁଇଟି ମେମୁ ଟ୍ରେନ ବାତିଲ
ଭୁବନେଶ୍ୱର: ଜରୁରୀକାଳୀନ ମରାମତି ପାଇଁ ଆସନ୍ତାକାଲିଠାରୁ ଦୁଇଟି ମେମୁ ଟ୍ରେନ ବାତିଲ ରହିବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ଦିଗରକୁ ବାତିଲ ରହିବ। ୦୮୪୪୧/୦୮୪୪୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୧୯ ତାରିଖ ଠାରୁ ୨୨ ତାରିଖ ମଧ୍ୟରେ…