Latest Odisha News

BREAKING NEWS

ସୋନିଆ ଗାନ୍ଧୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ସୂଚନା

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଛି। ସାମାନ୍ୟ ଜ୍ୱର ଲାଗି ରହିଥିବାରୁ ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସାରେ ଅଛନ୍ତି ଏବଂ ସେ ଡାକ୍ତରଙ୍କ…

ରାଜରାସ୍ତାରେ ଅଳିଆ ପକାଇ ରାସ୍ତାରୋକ କଲେ ହକି ଖେଳାଳି

ଢେଙ୍କାନାଳ: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳର ମିନିଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମ ସାରିବା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କ ଆରମ୍ଭ ହୋଇଥିଲା ନାଚ ଗୀତ ସହ ମଦ ପିଆ l ମାଳ ମାଳ ଅଳିଆ ଓ ମଦ ବୋତଲ ପକାଇ ଷ୍ଟାଡିୟମ…

ଅଭୁଲା ଗୀତ : ଜୋଛନା ଲୁଚନା

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ :  ବାଳକୃଷ୍ଣ ଦାଶ ଗୀତ :  ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଦିନ ମେଘ ଜୋଛନା ଲୁଚନା ଜୋଛନା ଲୁଚନା, ଦୂର ନୀଳ ଗଗନେ ଏ ମନ ମନେନା, ଏଇ ମଧୁ ଲଗନେ ଜୋଛନା ଲୁଚନା , ଲୁଚନା ସମୀରେ ସୁରଭି ଭରା ଆକାଶେ…

ଦୁନିଆର ୫ଟି ରହସ୍ୟମୟୀ ସ୍ଥାନ, ଯାହାର ରହସ୍ୟ ଆଜି ଯାଏଁ ସମସ୍ତଙ୍କୁ ଅଛପା….

ଦିଲ୍ଲୀ : ଦୁନିଆ ଅନେକ ରହସ୍ୟରେ ପରିପୂର୍ଣ୍ଣ  ।  ଆମ ଚାରିପାଖରେ ଏପରି ଅନେକ ରହସ୍ୟ ଅଛି, ଯାହାକୁ ବିଶ୍ୱାସ କରିବା କଷ୍ଟକର  । ଏହି ରହସ୍ୟଗୁଡିକର ସମାଧାନ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ।  କିନ୍ତୁ ଏହି ରହସ୍ୟଗୁଡିକ ଏପରି ଯେ ସେଗୁଡିକ ଆଦୌ ସମାଧାନ ହୋଇପାରିବ ନାହିଁ  ।  ଦୁନିଆରେ…

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ  ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍‌’ କୁ…

ରାଜସ୍ଥାନରେ ମହିଳାଙ୍କୁ ନିବସ୍ତ୍ର କରି ଗାଁରେ ବୁଲାଇବା ଘଟଣା: ୭ଜଣଙ୍କୁ ଗିରଫ କଲା ପୋଲିସ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ…

ଜିମ୍ବାୱେର ପୂର୍ବତନ ମହାନ କ୍ରିକେଟର ହୀଥ ଷ୍ଟ୍ରିକଙ୍କ ପରଲୋକ

ହରାରେ: ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହୀଥ ଷ୍ଟ୍ରିକଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ପତ୍ନୀ ନାଡିନେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସପ୍ତାହ ତଳେ ଷ୍ଟ୍ରିକଙ୍କ ପରଲୋକ ନେଇ ଗୁଜବ ସୃଷ୍ଟି ହୋଇଥିଲା । ସାଥୀ ଖେଳାଳି ହେନେରୀ ଓଲଙ୍ଗାଙ୍କ ଟୁଇଟ…

ସୁବର୍ଣ୍ଣପୁରରୁ ୪୧ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ , ଜଣେ ଗିରଫ

ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍  । ଧରିଲା ଏସଟିଏଫ୍  । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି  । ଘଟଣାରେ ଜଣଙ୍କୁ…

ସମାଜର ଅବହେଳିତ ବର୍ଗଙ୍କ ବ୍ୟଥା ହିଁ ମୋ ସାହିତ୍ୟ ସ୍ଵର : ଆଶୁତୋଷ ମିଶ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଆଶୁତୋଷ ମିଶ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’…

ପୁରୁଷଙ୍କ ତୁଳନାରେ ମହିଳା ସର୍ଜନଙ୍କ ପ୍ରଦର୍ଶନ ଭଲ: ଷ୍ଟଡି

ନୂଆଦିଲ୍ଲୀ:ମେଡିକାଲ ଫିଲ୍ଡରେ ମହିଳା ସର୍ଜନଙ୍କ ସଂଖ୍ୟା ପୁରୁଷ ତୁଳନାରେ କମ ରହିଛି । ତେବେ ନିକଟରେ କରାଯାଇଥିବା ଏକ ଷ୍ଟଡି ମହିଳା ସର୍ଜନଙ୍କ ପ୍ରଦର୍ଶନ ଓ ସଫଳତା ହାର ପୁରୁଷଙ୍କ ତୁଳନାରେ ଭଲ ରହିଛି । ଆମେରିକା ଓ ସ୍ୱୀଡେନରେ କରାଯାଇଥିବା ଷ୍ଟଡିରେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।…