ବିରୋଧୀ ଉଠାଇଲେ ନବ ଦାସ ପ୍ରସଙ୍ଗ, ଶାସକ ଦଳ କହିଲା… ବିରୋଧୀ ବିଧାନସଭାର ନିୟମ ଭାଙ୍ଗୁଛି
ଭୁବନେଶ୍ୱର: ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ 43 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ ଦାସର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିବାରେ କ୍ରାଇମବ୍ରାଞ୍ଚ ଏଯାଏଁ ସଫଳ ହୋଇପାରିନାହିଁ। କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ପରେ ସୋମବାର ଶୂନ୍ୟକାଳରେ ବିଧାନସଭାରେ…