ମୁଣ୍ଡରେ ଫୁଟ୍ବଲ ରଖି ଟାୱାର ଉପରେ ଚଢ଼ି କଲେ ବିଶ୍ୱ ରେକର୍ଡ
ନାଇଜେରିଆ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାରର ରେକର୍ଡ ହାସଲ କରିବାକୁ ରୁଚି ରଖନ୍ତି । ଏହି ଲୋକମାନେ ଏପରି ବିଶ୍ୱ ରେକର୍ଡ ସୃଷ୍ଟି କରନ୍ତି, ଯାହାକୁ କେହି କେବେ ଭାବି ନ ଥିବେ । ନାଇଜେରିଆର ଜଣେ ବ୍ୟକ୍ତି ଏପରି କିଛି କରି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହି…