ଆଦିତ୍ୟ ଏଲ-୧ର ସଫଳ ଲଞ୍ଚିଂ ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟପତି
ବାଙ୍ଗାଲୋର:ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଛି ଆଦିତ୍ୟ ଏଲ-୧ । ପିଏସଏଲଭି-ସିଏସ୫୭ ରକେଟରେ ଲଞ୍ଚ ହେବାପରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସୂର୍ଯ୍ୟଯାନକୁ ୪ ମାସ ସମୟ ଲାଗିବ । ଏହି ସୂଚନା ଇସ୍ରୋ ମୁଖ୍ୟ ସୂଚନା ଦେବା ପରେ ସାରା ଦେଶରେ ଖୁସିର ଲହରୀ ।
ଆଦିତ୍ୟ ଏଲ ୧ର…