କଂଗ୍ରେସ ସରକାରରେ ବିଜୁଳି ରହୁନଥିଲା, ତେଣୁ ଜନସଂଖ୍ୟା ବଢ଼ିଯାଇଛି: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
ହୁବୁଳି: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗୁରୁବାର କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିରେ ସେ ଜନସଂଖ୍ୟା ବଢ଼ିବାରା କାରଣ ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସରକାର ସମୟରେ ବିଜୁଳି ସେବା କମ୍ ରହୁଥିଲା।…