Latest Odisha News

BREAKING NEWS

ଅନୁବାଦ କବିତା : ମେଘ ନଚାହିଁ ବି

ମୂଳ ବାଂଲା : ଶାମସୁର ରହମାନ ମେଘ ନଚାହିଁ ବି ପାଣି ମିଳିଯିବା ପରି ମୋ ହାତ ତୁମ ହାତପରେ ଏଇ ପ୍ରଥମ ଥର ପାଇଁ ପାଇଲି ତୁମର ସ୍ପର୍ଶ ମୋ ଭିତରେ କଣ ଯେ ହେଇଗଲା କିଏ ମତେ କହିବ ତାର ଅର୍ଥ ! ଆକାଶରେ ଗୋଲ ଜହ୍ନ ଖୁବ୍ ଚକମକ କରୁଥିଲା ନୂଆ ବାଦଶାହୀ ମୁଦ୍ରା ପରି ଅଥଚ ମୁଁ…

ପୁଣି ଚର୍ଚ୍ଚାରେ ଉର୍ଫି: ପିନ୍ଧିଲେ ଖେଳନା କାରର ପୋଷାକ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ଅନେକ ଲୋକ ଉର୍ଫିଙ୍କୁ ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନାପସନ୍ଦ ବି କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ସେ…

ଆଖି ଝଲସିଲା ପରି ପିଆନୋ ଆକୃତିର ଗ୍ଲାସ ବିଲ୍ଡିଂ

ଚୀନ: ବିଶ୍ୱରେ ଏମି୍‌ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର…

ମୋ ବାପା ବହୁତ ରୋମାଣ୍ଟିକ୍ : ଏମିତି କିଛି କହିଲେ ଇଶା ଦେଓଲ

ମୁମ୍ବାଇ: ମାସକ ତଳେ ରିଲିଜ୍ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । ଏହି ଫିଲ୍ମଟିରେ କାହାଣୀ ଯେତିକି ଚର୍ଚ୍ଚାରେ ନାହିଁ, ତା’ଠୁ ଅଧିକ ଚର୍ଚ୍ଚାରେ ରହିଛି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ ଏକ ଚୁମ୍ବନ ଦୃଶ୍ୟ । ଏହି ଦୃଶ୍ୟକୁ କିଛି ଲୋକ ପସନ୍ଦ…

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ସମସ୍ତଙ୍କୁ ଚମକାଇ ଦେଲେ

କେରଳ: ଖେଳିବା କୁଦିବା ବୟସରେ ଏପରି କିଛି କରି ଦେଖାଇଛି କୁନି ଝିଅଟିଏ, ଯାହା ଏବେ ଖୁବ୍ ଚର୍ଚ୍ଚାରେ । ଶାଢି ପିନ୍ଧି କରିଛନ୍ତି ଚମତ୍କାର ସ୍କେଟିଂ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । କେରଳରେ ମଙ୍ଗଳବାର ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା ଓନମ ପର୍ବ । ଏହି…

ରକ୍ଷା ବନ୍ଧନରେ ଜୋର ଧରିଲା କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି

କେନ୍ଦ୍ରପଡା: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରାସବାଲିକୁ ଭୌଗଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍ ପ୍ରଦାନ ଦାବିରେ ଆଜି ଓଡ଼ିଶା ସଂସ୍କୃତି ଓ ପରମ୍ପରା ପୁନଃରୁଦ୍ଧାର ସମିତି (ସ୍ଥାନୀୟ ସଙ୍ଗଠନ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପ୍ରଭୁ ବଳଦେବଜୀଉଙ୍କ ଜନ୍ମ…

ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଏତଲା ପରେ ଫେରାର ଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟାଗଡ଼ ଅଞ୍ଚଳରେ ଥିବା ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ନାବାଳିକା ଜଣକ ସାମାନ୍ୟ ଜଟିଳତା ଅନୁଭବ କରିବାରୁ ତାଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ୱର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ…

୮୦% ଭାରତୀୟ ଏବେ ବି ମୋଦୀଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିଛନ୍ତି: ପ୍ୟୁ ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୋଟିଏ ଭଲ ଦୃଷ୍ଟିକୋଣ ରଖିଛନ୍ତି । ଯାହାର ପ୍ରଭାବ ବିଶ୍ୱବ୍ୟାପୀ ମଧ୍ୟ ବୃଦ୍ଧିପାଉଥିବା ଦେଖିବାକୁ ମିଳିଛି। ୨୦୨୩ ମାର୍ଚ୍ଚ ୨୫ରୁ ମେ ୧୧ ମଧ୍ୟରେ ହୋଇଥିବା…