ଲାଣ୍ଡିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ; ମୁମ୍ବାଇ-ଭୁବନେଶ୍ୱର ଇଣ୍ଡିଗୋ ଫ୍ଲାଇଟ ବାତିଲ
ମୁମ୍ବାଇ:ଲାଣ୍ଡିଂ ସମୟରେ ରନୱେରେ ପିଟି ହେଲା ଘରୋଇ ଜେଟ ବିମାନ । ବିମାନରେ ଥିଲେ ୮ ଜଣ ଯାତ୍ରୀ । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ପାଇଲଟଙ୍କ ସମେତ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । । ଏମିତି ଘଟଣା ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରରେ ଘଟିଛି…