Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି

ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ତାଙ୍କୁ…

ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? ସରକାରଙ୍କୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ?  କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ ଯଦି ସରକାରଙ୍କ ପାଖରେ ଟଙ୍କା ଅଛି…

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ : ଗଢିବା ଓ ବିକିବା ଉପରେ ଲାଗିବ କଟକଣା

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ କଟକଣା ଜାରି କରାଯିବ ବୋଲି କହିଛନ୍ତି । ତେବେ ଏଥର ଖାଲି ବାଣ ଫୁଟିବା ଉପରେ…

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ସମୟରେ ଦୋହରାଇବ କି ଗୋଧ୍ରା ଭଳି କାଣ୍ଡ ? ଉଦ୍ଧବ ଠାକରେଙ୍କ ଆଶଙ୍କା

ମୁମ୍ବାଇ: ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନୀ ସମାରୋହକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ…

ଜଗତସିଂହପୁରରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଶ୍, ଶୁଭାରମ୍ଭ କଲେ ଜିଲ୍ଲାପାଳ ପାରୁଲ ପଟାୱରୀ

ଜଗତସିଂହପୁର: ରାଜ୍ୟରେ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ଜଗତସିଂହପୁରରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ଜିଲ୍ଲା…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ…

ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା, ଜବତ ହେଲା ୧୧୦ ଗ୍ରାମ ବ୍ରାଉନସୁଗାର

ଅନୁଗୁଳ: ରାଜ୍ୟରେ ଥମୁନି ବ୍ରାଉନ ସୁଗାର ବେପାର । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ମାତ୍ର ଏଥିରେ ମଧ୍ୟ ଅଭିଯୁକ୍ତ ତଥା ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ ନଡରି ପୁଣି କେଉଁଠି ନା କେଉଁଠି…

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା…

ପକ୍କା ଘର ସାତ ସପନ, ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଗଗନ

ଯାଜପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନା ରେ…

ଆଜି ବେଙ୍ଗାଲୁର ବନ୍ଦ: ସ୍କୁଲ ଛୁଟି , ଯାତାୟତ ବାଧାପ୍ରାପ୍ତ

ବେଙ୍ଗାଲୁର: ବେଙ୍ଗୁଲୁରରେ ବନ୍ଦ ଡାକରା  । କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ପ୍ରଭାବରେ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଜି ଗଡିବନି ସହରର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୭ ଲକ୍ଷ…