ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା : ଚାଲିଗଲା ୭ ଜୀବନ
ଚେନ୍ନାଇ: ବାଟରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ । ରାସ୍ତାରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା ମୃତଦେହ । ଦୃତଗତିରେ ଏକ ଟ୍ରକ ଆସି ଧକ୍କା ଦେବାରୁ ଏହି ଭୟଙ୍କର ସଡ଼କ…