Latest Odisha News

BREAKING NEWS

ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଉପହାରର ନାଁ ‘ଆୟୁଷ୍ମାନ ଭବ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଦେବେ ଭବ୍ୟ ଉପହାର । ଏ ଉପହାର ସାରା ଦେଶବାସୀଙ୍କ ପାଇଁ । କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ  ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର…

ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ସନାତନ ଧର୍ମକୁ ଅପମାନିତ କରିବାକୁ…

ଜି-୨୦ ସମ୍ମଳନୀ ସରିବା ପରେ ଚର୍ଚ୍ଚାରେ ରୁଷି ସୁନକ: ଖାଲି ପାଦରେ ଶେଖ ହାସିନାଙ୍କ ସାମ୍ନାରେ ଆଣ୍ଠେଇ କଥା ହେଲେ

ନୂଆଦିଲ୍ଲୀ: ସରି ଯାଇଛି ଜି ୨୦ ସମ୍ମିଳନୀ । ହେଲେ  ଚର୍ଚ୍ଚା ଥମିନି । ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗକୁ ନେଇ ଏବେ ଗଣମାଧ୍ୟମରେ ବେଶ  ଚର୍ଚ୍ଚା ଚାଲିଛି । ଜି ୨୦ ସମ୍ମିଳନୀର କିଛି ଫଟୋ ଏବେ ଖୁବ ଚର୍ଚ୍ଚାକୁ ଆସିଛି । କେତେବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ…

୬୧ତମ ଜନ୍ମତିଥି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ

ଭୁବନେଶ୍ୱର: ବିଶିଷ୍ଠ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ୬୧ତମ ଜନ୍ମତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ଆଭାସି ମଞ୍ଚରେ ସ୍ୱରାରବିନ୍ଦ ଉତ୍ସବ ଆୟୋଜିତ ହୋଇଛି  । ଏଥିରେ ଅରବିନ୍ଦ ମୁଦୁଲିଙ୍କର ବହୁ ପ୍ରଶଂସକ, ଅନୁଗାମୀ ଓ…

ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା: ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ

ଭୁବନେଶ୍ୱର: ଓ୍ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିଥିବା ଘଟଣା  । ସସପେଣ୍ଡ ହେଲେ ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଗତକାଲି ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ କୌଣସି ଏକ ମାମଲା ସଂପର୍କରେ ବୁଝିବା ପାଇଁ ଜଙ୍କିଆ ଥାନାକୁ ଯାଇଥିଲା ବେଳେ ଆଇଆଇସି ଥାନାରେ ନଥିଲେ । ନବକିଶୋର…

କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା: ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି  । ସଫେଇ କର୍ମଚାରୀମାନେ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି । ବାରମ୍ବାର ଟେଣ୍ଡର…

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ପୁରୀ ରୁ ତାଳଚେରକୁ କରାଯାଇଛି ଟ୍ରାଏଲ ରନ୍

ପୁରୀ: ଦ୍ଵିତୀୟ ଥର ପାଇଁ ଓଡିଶାରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀରୁ ତାଳଚେର ମଧ୍ୟରେ କରାଯାଇଛି ଟ୍ରାଏଲ ରନ୍ । ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିଥିଲା ଏହି ଟ୍ରେନ୍ । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ…

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଅତି ଭୟଙ୍କର ଅବସ୍ଥାରେ ରହିଛି  । ଭୁବନେଶ୍ବରରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ  । ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବିଏମସି ପକ୍ଷରୁ ଡେଙ୍ଗୁ ରୋକିବାକୁ ପ୍ରୟାସ ଜାରି ରହିଛି  । ତଥାପି ଲୋକେ…

ରହସ୍ୟମୟ ଗାଁ, ଏହି ଗାଁକୁ ଯିଏ ଯାଇଛି ସେ ଆଉ ଫେରିନାହିଁ

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ସ୍ଥାନ ରହିଛି ଯାହା ପଛରେ ଲୁଚି ରହିଥାଏ ଅନେକ ଗୁଡିଏ ରହସ୍ୟ । ଯାହାକୁ ଶୁଣିଲେ ମଣିଷ ନିଜେ ନିଜକୁ ବି ବିଶ୍ୱାସ କରିପାରେନି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ କଥା କହିବୁ ଯାହାକୁ ଶୁଣିଲେ ଆପଣ ବି କହିବାକୁ ଲାଗିବେ ସତରେ କ’ଣ ଏମିତି ହୋଇ ପାରେ…

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି: ବର୍ଷିଲେ ସାଂସଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସର୍ଟ ପିନ୍ଧି ଏବେ ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ଗତକାଲି ବାରିପଦାରେ ଚାଲିଥିଲା ଆଦିରନ ମାରାଥନ ।  ଏହି କାର୍ଯ୍ୟକ୍ରମରେ ଉଭୟେ ପିନ୍ଧିଥିଲେ ଟି-ସର୍ଟ । ଉଭୟଙ୍କ ଟି-ସର୍ଟରେ ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ।…