ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବାକୁ ଆବେଦନ, ଶୁଣାଣି ଶେଷ ରାୟ ସଂରକ୍ଷିତ
ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସକୁ ନେବା ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା…