ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ କମିସନରେଟ୍ ପୁଲିସ ପକ୍ଷରୁ ବିକଟାଳ ଶବ୍ଦ ସୃଷ୍ଟି କରିବା ପାଇଁ ଟାମ୍ପରିଂ ସାଇଲେନ୍ସର ବ୍ୟବହାର କରୁଥିବା ବାଇକ୍ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଏଭଳି ବାଇକ୍ ଜବତ କରିବା ସହ…