ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ: ଜଣାପଡିଲା ହତ୍ୟାର ପ୍ରକୃତ କାରଣ
ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ପ୍ରକୃତ କାରଣ ୧୭ ମାସ ପରେ ଜଣାପଡିଛି । ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ଭଣଜା ସଚିନ ଥାପନ ଏହି ଖୁଲାସା କରିଛନ୍ତି । ଆଜରବୈଜାନରୁ ସଚିନଙ୍କୁ ଭାରତ ଅଣାଯାଇଛି । ମାନସା ପୋଲିସ ତାଙ୍କୁ ପୋଲିସ ପ୍ରଡକ୍ସନ ୱାରେଂଟରେ ଭାରତ…