ବିକ୍ରି ହେବ ଘର, ଯେଉଁଠି ରହିିଛି ମଣିଷ ଓ ବିଭିନ୍ନ ପଶୁର କଟା ମୁଣ୍ଡ, ଗଣ୍ଡି
ଆପଣ ନିଶ୍ଚିତ ଭାବରେ ‘ହଣ୍ଟେଡ୍ ହାଉସ୍' ବିଷୟରେ ଶୁଣିଥିବେ ଏବଂ ଦେଖି ମଧ୍ୟ ଥିବେ । ଏହି ଘରକୁଏପରି ଭାବରେ ଡିଜାଇନ୍ କରାଯାଇଥାଏ ଯେ, ଲୋକମାନେ ଭିତରକୁ ପ୍ରବେଶ କରିବା ମାତ୍ରେ ହିଁ ଭୟଭୀତ ହୋଇଥାନ୍ତି । କିନ୍ତୁ ବ୍ରିଟେନ୍ର ଏମିତି ଏକ ଘର ଅଛି, ଯାହା କାହାଣୀର କୌଣସି ହଣ୍ଟେଡ୍…