‘କାଡାଭେରିକ୍’ ଶପଥ ନେଲେ ଏମ୍ବିବିଏସ୍ ଛାତ୍ରଛାତ୍ରୀ, ଲକ୍ଷ୍ୟ ମୃତଦେହକୁ ସମ୍ମାନ ଦେବା
ଭୁବନେଶ୍ୱର: ଚିକିତ୍ସା ଶିକ୍ଷାର ନୈତିକ ମାନକୁ ଉନ୍ନତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ର ମାନବ ଆନାଟୋମି ବିଭାଗ ପକ୍ଷରୁ କାଡାଭେରିକ୍ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍ବିବିଏସ୍ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ‘କାଡାଭେରିକ୍…