Latest Odisha News

BREAKING NEWS

ନିଆଁର ଆଁରେ ଜଙ୍ଗଲ

କାମାକ୍ଷାନଗର: ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। । ଖରା ଦିନ ଆସିବା ଆଗରୁ ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଏହି ନିଆଁ ଯେ କେତେ ବଡ଼ ସଂକଟ ଆଣିପାରେ, ଅତୀତରେ ଏହାର ଅନେକ ଉଦହାରଣ ଦେଖିଛି ଓଡ଼ିଶା ।…

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ବାରିପଦା, ବାଲେଶ୍ୱରରେ ଭୟଙ୍କର ଶବ୍ଦ; ଥରିଗଲା ଘରର ଝରକା, କବାଟ

ଭୁବନେଶ୍ୱର:ବାରିପଦା ଏବଂ ବାଲେଶ୍ୱରରେ ସୋମବାର ସକାଳେ ହଠାତ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା ।  ପ୍ରଚଣ୍ଡ ଶବ୍ଦ ଯୋଗୁ କିଛି ସମୟ ପାଇଁ ସମଗ୍ର ଅଞ୍ଚଳ ଥରିଗଲା । ଭୟରେ ଲୋକେ ଘରୁ ବାହାରି ଆସିଥିଲେ । କ’ଣ ହେଲା କେହି କିଛି ବୁଝି ପାରି ନ ଥିଲେ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଶବ୍ଦ…

କାହିଁକି କାନ୍ଦନ୍ତି କୁକୁର, ଜାଣନ୍ତୁ କ’ଣ ରହିଛି କାରଣ…

ସାଧାରଣତଃ କୁକୁରମାନଙ୍କୁ ଆପଣ ନିଜ ଘର ସାମ୍ନାରେ ହେଉ କିମ୍ବା ଆଖପାଖରେ ନିଶ୍ଚୟ ଦେଖିଥିବେ । ତେବେ ଆପଣଙ୍କୁ ସେମାନଙ୍କର କିଛି କଥା ପସନ୍ଦ ଆସୁଥିବା ବେଳେ ଆଉ କିଛି କଥା ବିରକ୍ତି ଲାଗିଥାଏ । କିନ୍ତୁ  କ’ଣ ଆପଣ ଜାଣନ୍ତି କି କୁକୁରମାନେ ବେଳେବେଳେ କାହିଁକି ଜୋରରେ ଚିତ୍କାର କରିନ୍ତି ।…

ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ: ସିନ୍ଦେ

ମୁମ୍ବାଇ: ବିଜେପିକୁ ବଦନାମ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗିରଫ କରିବାକୁ ଉଦ୍ଧବ ସରକାର ଯୋଜନା କରିଥିଲେ | ଏସବୁର ସାକ୍ଷୀ ମୁଁ ଥିଲି | କିଛି ଏଭଳି କହି ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ | ଏକନାଥ କହିଛନ୍ତି ଯେ…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

ଫ୍ରିଜ୍ ଭିତରେ ଥିବା ସୁପରୁ ମିଳିଲା ମଡେଲଙ୍କ କଟା ଅଙ୍ଗ

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହ ଯାହା ଘଟିଛି ତାହା ଜାଣିଲା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଏହି ମଡେଲର ନାମ ଥିଲା ଏବି ଚୋଇ । ଯାହାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଡେଲକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ…

ଆୟୁଷ୍ମାନ ଖୁରାନାଙ୍କ ଟ୍ୱିଟ ପରେ ଛେନାପୋଡ଼କୁ GI tag ଦେବା ନେଇ ଜୋର ଧରିଛି ଦାବି

ମୁମ୍ବାଇ : ଦିନକୁ ଦିନ ଛେନାପୋଡ଼ର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଖାଲି ରାଜ୍ୟରେ ନୁହେଁ  ରାଜ୍ୟ ବାହାରେ ଏପରିକି ବଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି ।  ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଛେନାପୋଡ଼କୁ ନେଇ ଏକ ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ…

ଏହି ମୋଡରେ ଚଲାନ୍ତୁ ଏସି, କମିଯିବ ବିଦ୍ୟୁତ ବିଲ

ଯଦି ଆପଣଙ୍କ ଘରେ କିମ୍ବା ଅଫିସରେ ଏସି ଅଛି, ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଏସିରେ ଅନେକ ମୋଡ୍ ଥାଏ | ତେବେ ଏସି ବା ଏୟାର କଣ୍ଡିସନରରେ ଏମିତି ଏକ ମୋଡ୍ ମଧ୍ୟ ଅଛି, ଯେଉଁଥିରେ ଏସି ଚଳାଇବା ଦ୍ୱାରା ବିଦ୍ୟୁତ ବିଲ କମିଯାଇଥାଏ | ବାସ୍ତବରେ ଏସିରେ ଡ୍ରାଏ ମୋଡ୍, ହିଟ ମୋଡ୍ ଏବଂ କୁଲିଙ୍ଗ…

ମହିଳା ପ୍ରଫେସରଙ୍କୁ ଅଶ୍ଳୀଳ ମେସେଜ ପଠାଇବା ସହ ହଇରାଣ କରିବାରୁ ବିଦେଶୀ ଛାତ୍ର ଗିରଫ

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଜଣେ ବିଦେଶୀ ଛାତ୍ରଙ୍କୁ ଗିରଫ କରାଯାଇଛି | ଏହି ବିଦେଶୀ ଛାତ୍ରଜଣକ ମରିସସର ହୋଇଥିବାବେଳେ ଜଣେ ମହିଳା ପ୍ରଫେସରଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ…