Latest Odisha News

BREAKING NEWS

ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ; ଥରିଲା ଚୀନ

ବେଜିଂ: ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିବା ପରେ ଏସିଆ ମହାଦେଶରେ ବିଭିନ୍ନ ଦେଶରେ ଭୂମିକମ୍ପ ଧାରା ଜାରି ରହିଛି। ଗୁରୁବରା ତାଜିକିସ୍ତାନ ୬.୮ ତୀବ୍ରତାର ଭୂମିକମ୍ପ ହୋଇଛି। ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି। ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ…

ଡୁମୁରୁପୁଟ ଷ୍ଟେସନରେ ଯାତ୍ରୀ ବିଶ୍ରାମାଗାର କକ୍ଷରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ

କୋରାପୁଟ : ଡୁମୁରୁପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର କକ୍ଷରେ ଝୁଲନ୍ତା ମୃତ ଦେହ ଠାବ ହୋଇଛି । ରେଳପଥ ଦୋହରିକରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସି ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା କରି ଝୁଲାଇ ଦିଆଯାଇଛି ତାହା ତଦନ୍ତ ପରେ ହିଁ ଜଣା ପଡିବ…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ; ଉତ୍କଳମଣିଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟର କରିବେ ଲୋକାର୍ପଣ

ପୁରୀ:ଚମକୁଛି ସୁଆଣ୍ଡୋ । ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ। ଏହି ଗାଁକୁ ଆଜି ମିଳିଛି ବିଶେଷ ସମ୍ମାନ । ପୁରୀ ଜିଲ୍ଲା ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଓ ସ୍ମାରକୀ ସଂଗ୍ରହାଳୟ ତିଆରି ହୋଇଛି ଯାହାକୁ ଆଜି ଲୋକାର୍ପଣ କରିବେ…

ସମୟ ଓ ଭାଗ୍ୟ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସତରେ କଣ ଭାଗ୍ୟ ବୋଲି କିଛି ଥାଏ ? ନା ଭାଗ୍ୟକୁ ଦାୟୀ କରି ମଣିଷ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟରୁ ଓହରି ଆସି ଥାଏ । ନା ଭାଗ୍ୟ ନାଁ ରେ ଏକ ବାହାନା ଖୋଜିଥାନ୍ତି । ସମୟେ ସମୟେ ମଣିଷ କୁହେ - କ'ଣ କରିବା ମୋର ଭାଗ୍ୟ ରେ ନାହିଁ !…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ…

ଭାଷା ଭାଗବତ : ମୌଳିକ ବର୍ଣମାଳାଶ୍ରୟୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆମର ସ୍ମୃତି, ଅନୁଭୂତି କଥା କହିଲେ ବାହାରଂତି ସେ ସବୁ କଲେ ଲିପିବଦ୍ଧ ଭାଷାଟେ ହୁଅଇ ସମୃଦ୍ଧ କଥା ତ ଧ୍ବନିର ଫୋଟକା ଅଳ୍ପାୟୁ ହୋଇ ଏକା ଏକା ଘଟେ ତାହାର ଅବସାନ ପାଏନି ଯଥାର୍ଥ ସମ୍ମାନ କଥାକୁ କରିଦେଲେ ଲିପି କାଳ ଓ ସ୍ଥଳ…

ଝୋଟ ଚାଷୀଙ୍କ ପାଇଁ ଖୁସି ଖବର, ଏଣିକି ଚାଉଳ, ଗହମ, ଚିନି ପ୍ୟାକେଜିଂ ଝୋଟ ବସ୍ତାରେ କରିବାକୁ ବାଧ୍ୟ

ଭୁବନେଶ୍ୱର : ଦେଶୀ ଜିନିଷର ବ୍ୟବହାର କରାଯିବ । ଦେଶର କମ୍ପାନୀ ଲାଭବାନ ହେବେ । ସେଥିପାଇଁ ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ବୈଠକରେ ଏପରିି ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ନିୟମକୁ କାର୍ଯ୍ୟକାରୀ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୁରାଣ ବର୍ଣ୍ଣିତ ଶ୍ରୀମନ୍ଦିର ଓ ଶ୍ରୀ ବିଗ୍ରହମାନଙ୍କ ପ୍ରତିଷ୍ଠା ସାରି ବ୍ରହ୍ମl ଓ ଅନ୍ୟାନ୍ୟ ଦେବତା ଗଣଙ୍କ ସହ ଋଷି ମୁନିମାନେ ସ୍ୱ ସ୍ୱ ଲୋକକୁ…

ପୁଟିନ ଆଣବିକ ଚୁକ୍ତି ପ୍ରତ୍ୟାହାର କରିବା ବଡ଼ ଭୁଲ୍ ନିଷ୍ପତ୍ତି: ବାଇଡେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଟିନ ଆମେରିକା ସହିତ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। କହିବାକୁ ଗଲେ ଏକରକମ ବାତିଲ କରିଛନ୍ତି। ଏପରି କରି ପୁଟିନ ସାରା ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବର୍ତ୍ତମାନ ସେ ୟୁକ୍ରେନ ଯୁଦ୍ଧରେ ଜିତିବା ପାଇଁ ପରମାଣୁ…