Latest Odisha News

BREAKING NEWS

JSP ଅନୁଗୁଳରେ ଥର୍ମାଲ ପାୱାର ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ କର୍ମଶାଳା

ଅନୁଗୁଳ: କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅନୁଗୁଳ ପକ୍ଷରୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP) ଅଡିଟୋରିୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆୟୋଜିତ କର୍ମଶାଳାରେ ଥର୍ମାଲ ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବିପଦର ମୁକାବିଲା ନେଇ ଆଲୋଚନା କରାଯାଇଛି । କାରଖାନା ଓ…

ପୁରୀରେ ଅନୁଷ୍ଠିତ ହେଲା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ବୁଧବାର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡିକୁ ଟାର୍ଗେଟ କରିଥିଲେ । ଅରାଜକତା, ବେକାରୀ ସମସ୍ୟା, ଦାଦନ ପ୍ରସଙ୍ଗ ଓ ମହିଳାଙ୍କୁ ସୁରକ୍ଷା ଦେବାରେ…

ବିଜେଡିରେ ଯୋଗଦେଲେ ହରିହର, ବୀରେନ୍ଦ୍ରଙ୍କ ସମେତ ଶତାଧିକ କର୍ମୀ

ପୁରୀ: ସ୍ଥାନୀୟ ନରେନ୍ଦ୍ରକୋଣ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ବଡ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହେଶ୍ୱର ମହାନ୍ତିଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ ହୋଇ କଂଗ୍ରେସର ଟାଣୁଆ ନେତା ହରିହର ପାଢ଼ୀ, ବୀରେନ୍ଦ୍ର ଭୂଷଣ ହୋତା ଏବଂ ଅଭିମନ୍ୟୁ…

ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡିଶା ସରକାରଙ୍କର ନିଜ ତଦନ୍ତ…

ଅମିତାଭ, ଟାଇଗରଙ୍କ ଗଣପତ ଦଶହରାରେ ହେବ ରିଲିଜ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଟାଇଗର ଶ୍ରଫ ଅଭିନୀତ ବହୁ ପ୍ରତୀକ୍ଷିତ ଗଣପତ ଦଶହରାରେ ରିଲିଜ ହେବ । ମେକର୍ସ ପୂଜା ଏଂଟରଟେନମେଂଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ୨୦ ଅକ୍ଟୋବର ୨୦୨୩ରେ ୫ଟି ଭାଷାରେ ଗଣପତି ରିଲିଜ ହେବ । ଏ ନେଇ ଏକ ଭିଡିଓ ମଧ୍ୟ ଜାରୀ କରାଯାଇଛି । ଟାଇଗର ଓ କୃତି…

ଜୟ ନାରାୟଣ ମିଶ୍ରଙ୍କୁ ନେଇ ତୀବ୍ର ହେଉଛି ବିବାଦ

ଭୁବନେଶ୍ୱର: ଜୟ ନାରାୟଣ ମିଶ୍ରଙ୍କୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ଲଗାତର ଆକ୍ରମଣ କରୁଛନ୍ତି। ହତ୍ୟା ପ୍ରସଙ୍ଗରେ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି। ସେପଟେ ବିଜେଡି ମଧ୍ୟ ଏ…

୩ ମିନିଟ୍‌ରେ ୧୮୪ ସେଲ୍‌ଫି : ବିଶ୍ୱ ରେକର୍ଡ଼ କଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ମାତ୍ର ୩ ମିନିଟ୍‌ରେ ୧୮୪ଟି ସେଲ୍‌ଫି ନେଇ ଗିନିଜ୍ ୱାର୍ଲଡ଼ ରେକର୍ଡ଼ କଲେ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର । ତାଙ୍କର ଫିଲ୍ମ ‘ସେଲଫି' କୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ମୁମ୍ବାଇରେ…

ଟି୨୦ ବିଶ୍ୱକପ: ଆଉ ୨ଟି ବାଧା ଜିତିଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଧିରେ ଧିରେ ଟାଇଟଲ ହାସଲ ଦିଗରେ ଅଗ୍ରସର ହେଉଛି । ଆଉ ୨ଟି ବାଧା ଅତିକ୍ରମ କଲେ ଟିମ ଇଣ୍ଡିଆ ହେବ ଚାମ୍ପିୟନ । ଏହି ଧାରାରେ ଗୁରୁବାର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୫ ବର୍ଷ ଧରି ଭାରତୀୟ ଟିମ ଭଲ…

ମନ୍ଦିରରେ ସାପ ସହ ଖେଳିଲା ପିଲା, ଜୀବନ ଭୟରେ ଦୌଡ଼ିଲେ ଶ୍ରଦ୍ଧାଳୁ

ଯେ କେହି ଦେଖିଲା ହତ୍‌ବାକ୍ ହୋଇଗଲା । ଆଉ ଦୃଶ୍ୟଟି ବି ଥିଲା ଏମିତି ହତ୍‌ବାକ୍ କରିଦେଲା ଭଳି ଘଟଣା । ଏକ ଜିଅନ୍ତା ସାପକୁ ହାତରେ ଧରିଛି ଛୋଟ ପିଲାଟିଏ । ସାପ ତାକୁ ଆକ୍ରମଣ କରିବ କିମ୍ବା ଆତ୍ମରକ୍ଷା ପାଇଁ ଚେଷ୍ଟା କରିବ ସେସବୁ ବାବଦରେ ପିଲାଟିର ଖାତିର ନାହିଁ । ଯେମିତି ହାତରେ ତାର…

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ…