ଶଙ୍ଖ ଭବନକୁ ସୂର୍ଯ୍ୟ ପାତ୍ରଙ୍କ ମର ଶରୀର ନଯିବା ନେଇ ଭିନ୍ନ ଚର୍ଚ୍ଚା, ଜବାବ ରଖିଲେ ଦଳୀୟ ନେତା
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରକୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟାଳୟ ନବନିର୍ମିତ 'ଶଙ୍ଖ ଭବନ'କୁ ନିଆନଯିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ରବିବାର ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ…