ଆମେରିକାରେ ହରିଣଙ୍କ ସଂଖ୍ୟା ୩ କୋଟି ଛୁଇଁଲା
ନ୍ୟୁୟର୍କ: ନିକଟରେ କରାଯାଇଥିବା ଏକ ଗଣନା ଅନୁସାରେ ଏବେ ଆମେରିକାରେ ୩ କୋଟିରୁ ଊର୍ଦ୍ଧ୍ୱ ହରିଣ ଅଛନ୍ତି । ଯାହା କି ପଶୁପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ୭୦ରୁ ୮୦ ବର୍ଷ ତଳେ ଆମେରିକାରେ ପ୍ରବଳ ଗଛ କଟାଯିବା ଯୋଗୁ ହରିଣଙ୍କ ସଂଖ୍ୟା କମି ଯାଇଥିଲା । ଏପରିକି ଏହା ଏଠାରେ ବିଲୁପ୍ତ…