ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି, କଟକ ବୋର୍ଡ ଅଫିସ ଆଗରେ ଗର୍ଜିଲେ ଓଟିଇଟି ପରୀକ୍ଷାର୍ଥୀ
କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ଶତାଧିକ ଓଟିଇଟି ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପରୀକ୍ଷାର୍ଥୀମାନେ ବୋର୍ଡ କାର୍ଯ୍ୟାଳୟ…