Latest Odisha News

BREAKING NEWS

ଆକାଶରୁ ଖସିଲା ମୃତ୍ୟୁ: ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତରେ ଚାଲିଗଲା ୧୦ ଜଣଙ୍କ ଜୀବନ

ଭୁବନେଶ୍ଵର: ବର୍ଷା ହେଲା ମାତ୍ରେ ଲୋକଙ୍କୁ ଘାରୁଛି ବଜ୍ରାଘାତର ଭୟ । ଗତ କିଛିଦିନ ମଧ୍ୟରେ ବଜ୍ରାଘାତରେ ରାଜ୍ୟର ଅନେକ ଲୋକଙ୍କ ଜୀବନ ଗଲାଣି । ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା…

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଉପମା ଜଳଖିଆ ପାଇଁ ଏକ ଭଲ ବିକଳ୍ପ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ଉପମା ହେଉଛି ଏକ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଜଳଖିଆ ।  ଯାହା ସେମୋଲିନା କିମ୍ବା ଚାଉଳ ସେମୋଲିନାରୁ ପ୍ରସ୍ତୁତ। ବିଶେଷକରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ଏହା ବହୁତ ଲୋକପ୍ରିୟ । ଏବେ ଏହାକୁ ଉତ୍ତର ଭାରତରେ ମଧ୍ୟ ପସନ୍ଦ କରାଯାଉଛି  । ଆଜିକାଲି ଲୋକମାନେ…

ଗୋରୁ ବୋଝେଇ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ: ଜଳେଶ୍ବରରୁ ପଶ୍ଚିମବଙ୍ଗକୁ ହେଉଥିଲା ଚାଲାଣ

ଜଳେଶ୍ୱର : ଥମୁନି ବେଆଇନ ଗୋଚାଲାଣ  । ଚୋରା ଚାଲାଣ ବେଳେ ଦୁଇଟି ପିକଅପ ଭ୍ୟାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଜଳେଶ୍ବର କମର୍ଦ୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ତାରିଣୀ ଛକ ନିକଟରେ  । ଗତକାଲି ବିଳମ୍ବିତ ରାତିରେ ୩ଟି ପିକଅପ୍ ଭ୍ୟାନରେ ୯୦ରୁ…

ଶିଶୁ କବିତା : ବୁଲି ଯାଇଥିଲି ଶିମିଳିପାଳ

କୁଞ୍ଜ ବିହାରୀ ସାହୁ ବାପା-ବୋଉ ସାଥେ ଯାଇଥିଲି ବୁଲି ମୟୁରଭଞ୍ଜର ଶିମିଳିପାଳ, ଦେଖୁଥିଲି ମୁହିଁ ଚାରିପଟେ ଅଛି ଉଚ୍ଚ ପରବତ, ନଦୀ ଓ ନାଳ। ଗୋଡ଼ିମାଟି ରାସ୍ତା ବାଟେ ଖାଲଖମା ଚାଲୁଥିଲି ମୁହିଁ ଥିଇରିଥିରି, ବେଳେବେଳେ ବୋଉ ହାତ ଧରୁଥିଲା ପିଲା ହସୁଥିଲେ କିଇରିକିରି ।…

କବିତା : ମୌସୁମୀ

ଗଦାଧର ସାହୁ ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ ଆମେ କରି ନାହୁଁ କିଛି କାହା ଦୋଷେ ଆଉ ଅଭିମାନ କରି ମୌସୁମୀ ଛପି ରହିଛି । ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି ନିଜର ସୁବିଧା ଦେଖେ କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ ସଢୁଛି ଯନ୍ତଣା ଦୁଃଖେ । ଆକାଶ ତତଲା ପବନ ତତଲା ଜଳ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି  ।  ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ପ୍ରବଳ ବର୍ଷା ନେଇ ୧୪…

ପୂରଣ ହେଲା ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା: ମୃତ୍ୟୁ ପରେ ବି ଦୁନିଆ ଦେଖିବେ ସୂର୍ଯ୍ୟ, ଚକ୍ଷୁ ଦାନ କଲେ ପରିବାର ଲୋକ

ଭୁବନେଶ୍ୱର : ପରଲୋକରେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ସମୟରେ ଗଞ୍ଜାମ ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ  ।  ବରିଷ୍ଠ…

‘ସ୍ଲିପ ମୋଡ’ରେ ରୋଭର ପ୍ରଜ୍ଞାନ, ଇସ୍ରୋ ଦେଲା ସୂଚନା

ବେଙ୍ଗାଲୁରୁ: ଶନିବାର ବିଳମ୍ବ ରାତିରେ ଇସ୍ରୋ ସୂଚନା ଦେଇଛି ଯେ ଚନ୍ଦ୍ରପୃଷ୍ଠରେ ଥିବା ରୋଭର ପ୍ରଜ୍ଞାନ ଏହାର ପ୍ରଥମ କାମ ଶେଷ କରିଛି। ଏବେ ଏହାକୁ ସୁରକ୍ଷିତ ଭାବେ ପାର୍କିଂ କରାଯାଇ ସ୍ଲିପ୍ ମୋଡରେ ରଖାଯାଇଛି। ଏପିଜେଡଏସ ଏବଂ ଏଲଆଇବିଏସ ପେଲୋଡକୁ ବନ୍ଦ କରିଦିଆଯାଉଛି। ଏହି ପେଲୋଡରୁ…

ଭାଷା ଭାଗବତ : ପ୍ରୟୋଗ-ନିର୍ଭର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଏଠି ସର୍ବଜାଣ କେହି ଖୋଜନି କାହା ଖୁଣ ନ ହୋଇ ତର୍କପରାୟଣ ଜଣାଇଦିଅ ଯାହା ଜାଣ ଅସଂଖ୍ୟ ଅଭ୍ୟାସର ଦାସ ଅତୀତ କାଳେ କରି ବାସ ପାଆଂତି ଅପୂର୍ବ ଉଲ୍ଲାସ ମନରେ ଜନ୍ମେନି ସାହସ ପୂର୍ବରୁ କେଉଁ କବି କ'ଣ ଲେଖିଲେ,…

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ : ଆଜିଠୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ

ରାଜନଗର : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି  ।       ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ  । ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ । ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି  ।  ପ୍ରତି…