Latest Odisha News

BREAKING NEWS

ଏକକ ନିର୍ବାଚନ: କମିଟିରେ ସୋନିଆ ଓ ଖଡଗେ ନଥିବାରୁ ଓହରିଗଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବା ପାଇଁ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓହରି ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି କମିଟିରେ ବାଦ୍ ଦିଆଯାଇଥିବା…

ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କହିଲେ ସୂର୍ଯ୍ୟଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ…

ଭୁବନେଶ୍ବର: ସୂର୍ଯ୍ୟ ଅସ୍ତ ହେବା ସହ ସହ ଓଡ଼ିଶାର ରାଜନୀତି ରୁ ମଧ୍ୟ ସୂର୍ଯ୍ୟ ଅସ୍ତ ହୋଇଛି  । ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିମ୍ବସ୍ନାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ। ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ। ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ଜେଇ (ସିଭିଲ) ମେନ୍ ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ହାଇକୋର୍ଟ ଗୁରୁତର ସହ ଗ୍ରହଣ କରିବା ସହ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତର ନେତୃତ୍ୱ ଜଣେ ଡିଆଇଜି ପାହ୍ୟାର ଅଧିକାରୀ କିମ୍ବା ଉଚ୍ଚ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏଭଳି ତଥ୍ୟ ପଦାକୁ ଆସିଛି। ଏହି ଚାର୍ଜସିଟରେ ତିନି ଜଣ ରେଳ କର୍ମଚାରୀଙ୍କ ନାଁ ରହିଛି। ଏହି ବ୍ୟକ୍ତିମାନେ ହେଲେ ବରିଷ୍ଠ ସେକ୍ସନ…

ଶନିବାର ରାଜ୍ଯର ବିଭିନ୍ନ ସ୍ଥାନରେ ବଜ୍ରପାତରୁ ସାତ ମୃତ, ଆଠ ଆହତ

ଭୁବନେଶ୍ୱର: ଶନିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ଜଣ ଯୁବକ, ଜଣେ ନାବାଳକ, ଜଣେ ଚାଷୀ, ଜଣେ ବୃଦ୍ଧ, ଜଣେ ଯୁବକ ଓ ଜଣେ ୫୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା,…

ରାଜଧାନୀରେ ଗହଣା ଦୋକାନର ସଟର ଭାଙ୍ଗି ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ପଟିଆ ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଥିବା ଏକ ଗହଣା ଦୋକାନରେ ଶନିବାର ବଡି ଭୋର ୩ ଜଣ ଲୁଟେରା ଡକାୟତି କରି ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ତାଲା ଭାଙ୍ଗିଥିବା ଓ ସଟର୍ ଭାଙ୍ଗିଥିବା…

ବ୍ରହ୍ମପୁରରେ ଆୟୁଷ ଛାତ୍ରଛାତ୍ରୀଙ୍କ ୫୦୦ ମେଡିକାଲ ଅଫିସର ନିଯୁକ୍ତି ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜରେ ୫୦୦ ଆୟୁର୍ବେଦିକ ଓ ୫୦୦ ହୋମିଓପାଥି ମେଡିକାଲ ଅଫିସର ନିଯୁକ୍ତି ଦାବିରେ ଦୁଇ ଦିନ ହେଲା ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାସହ ପ୍ରତିବର୍ଷ ୧୦୦ଟି ପଦବୀ ସୃଷ୍ଟି କରିବା ସହ…

ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍କୁଲ୍ ଡ୍ରପ୍ ଆଉଟ୍ ହାର ବୃଦ୍ଧିକୁ ନେଇ ସବୁ ମହଲରୁ ସମାଲୋଚନା ହେବା ପରେ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ସହଯୋଗରେ ଦଶମ ଶ୍ରେଣୀରେ ଫେଲ୍ ଓ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ୍…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର…