ଭାଷା ଭାଗବତ : ‘ବିଶ୍ବ’ ଭାବନା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
' ବିଶ୍ବ ' ଶବ୍ଦଟି ବାଂରବାର
କରଂତି ଯିଏ ବ୍ୟବହାର
ତାଂକର ଭାବନା ବିଚାର
କେବଳ କଳ୍ପିତ ପ୍ରଚାର
ବିଶ୍ବ ଯେହେତୁ ଖୁବ୍ ବଡ଼
ହେଲେ ବି ଏକଡ଼, ସେକଡ଼
ଲୋକଂକୁ ପଡ଼େନାହିଁ ଜଣା
ପ୍ରଚାର କରେ ବାଟବଣା
ସ୍ବସ୍ଥାନେ ସ୍ବଖାଦ୍ୟ…