ଡଙ୍ଗରିଆଙ୍କ ଶାଲ ଓ ଲାଂଜିଆ ସଉରାଙ୍କ ଇଡିତାଲ୍କୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା : କେନ୍ଦ୍ର ସରକାର ଜାରି କଲେ…
ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ପାଇବା ପାଇଁ ପଦକ୍ଷେପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ରାୟଗଡା ଜିଲ୍ଳାର ନିୟମଗିରି ପାହାଡର ପାଦ ଦେଶରେ ରହୁଥିବା ଡଙ୍ଗରିଆ କନ୍ଧ ଆଦିମ ଜନଜାତି ମହିଳାମାନଙ୍କ ଦ୍ୱାରା ବୁଣାଯାଉଥିବା ଆର୍କଷଣୀୟ…