Latest Odisha News

BREAKING NEWS

ଅମୃତ କାଳ ବଜେଟରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ: ନିର୍ମଳା ସୀତାରମଣ

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଛାତ୍ରଙ୍କ କମାଲ: ତିଆରି କଲେ ହାଇଟେକ୍ କୋଟ୍‌, ପିନ୍ଧିଲେ ହୋଇଯିବେ ଅଦୃଶ୍ୟ

ହିନ୍ଦି ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଅଭିନେତା ଅନୀଲ କପୁର ଏକ ଘଣ୍ଟା ପିନ୍ଧିବା ପରେ ଅଦୃଶ୍ୟ ହୋଇଯାଉଥିବା କାହାଣୀ ସିନେପ୍ରେମୀ ନିଶ୍ଚୟ ଦେଖିଥିବେ । ଏଇଟା ରିଲ୍ ଲାଇଫର କଥା । କିନ୍ତୁ ରିଅଲ ଲାଇଫରେ ଏଭଳି ଘଟଣା ଘଟିପାରେ ତାହା ସମସ୍ତଙ୍କ କଳ୍ପନା ବାହାରେ ନିଶ୍ଚୟ । ଚୀନ୍‌ର କିଛି ଛାତ୍ର…

ରାଜ୍ୟର ୧୩ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍‌

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ କାର୍ଯ୍ୟକାରୀ…

କିଟ୍‍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍‍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍‍ ତଥା କିସ୍‍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍‍ର ବିଭିନ୍ନ ଷ୍ଟାଡିୟମ୍‍ ଓ…

ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ନେଇ ରାଜନୀତି ତେଜୁଛି । ବିଜେପି ଜୟନାରାୟଣଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିବା ବେଳେ ବିଜେଡି ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା…

ଜୟନାରାୟଣଙ୍କୁ ବିରୋଧ କରି ପ୍ରତିବାଦ, ବିକ୍ଷୋଭକାରୀଙ୍କୁ ଝିଅ ଖୁଆଇଲେ ମିଠା

ସମ୍ବଲପୁର: ଗଣତନ୍ତ୍ରରେ ବିରୋଧ ଏକ ସ୍ୱାଭାବିକ ପ୍ରକ୍ରିୟା । ରାଜ୍ୟରେ ଅନେକ ସମୟରେ ବିରୋଧ ରାଜନୀତି ହୁଏ । ଅନେକ ସମୟରେ ବିରୋଧ ବି ହିଂସାର ରୂପ ନିଏ । ହେଲେ ବିରୋଧ ରାଜନୀତିରେ ଆଜି ସମସ୍ତଙ୍କ ମନ ଜିଣିଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ…

ଆଦାନୀ-ହିଣ୍ଡେନବର୍ଗ ମାମଲା, ନିଜ ଆଡୁ କମିଟି ଗଠନ କରି ତଦନ୍ତ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଆଦାନୀ ହିଣ୍ଡେନବର୍ଗ ମାମଲାରେ ତଦନ୍ତ ପାଇଁ ଏବଂ ସେୟାର ବଜାରକୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏହି ବିଶେଷଜ୍ଞ କମିଟିର ନେତୃତ୍ୱ ଜଣେ ପୂର୍ବତନ ବିଚାରପତି ନେବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡ ଆଜି ଶୁଣାଣି ବେଳେ…

ଉଦ୍ଧବଙ୍କୁ ବଡ଼ ଝଟକା, ଅସଲି ଶିବ ସେନା ସିନ୍ଦେ ଗୋଷ୍ଠୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ବଡ଼ ଝଟକା । ଶିବସେନା କାହାର ? ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ସହ ଦଳର ଚିହ୍ନ ଧନୁ ତୀର ଖସିଥିବା ବେଳେ ପାଇଛନ୍ତି…

ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି: ଆୟକର ବିଭାଗ

ନୂଆଦିଲ୍ଲୀ: ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି। ଏଭଳି ଦାବି କରିଛି ଆୟକର ବିଭାଗ। ତିନି ଦିନରେ ପାଖାପାଖି 60 ଘଣ୍ଟା ସର୍ଭେ କରି ବିବିସି ଅଫିସରୁ ଯାଇଥିଲା ଆୟକର ବିଭାଗ। ଏହାପରେ ଆଜି ଆୟକର ବିଭାଗ ଦାବି କରିଛି ଯେ, ବ୍ରିଟିଶ ବ୍ରଡକାଷ୍ଟ କର୍ପୋରେସନ (ବିବିସି) ଆୟକର ଟିକସ…

ଫାଇଦା ଦେବ କି ଆଇନଶୃଙ୍ଖଳା ପ୍ରସଙ୍ଗ ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଆକ୍ରମନାତ୍ମକ ହୋଇଛି ବିଜେପି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ୧୪୭ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି…