Latest Odisha News

BREAKING NEWS

ଆମେରିକା ସଂସଦରେ ଆଗତ ହେଲା ଦ୍ୱିଦଳୀୟ ବିଧେୟକ-ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ: ଆମେରିକାର ଦୁଇଜଣ  ସାଂସଦ ଅରୁଣାଚଳ ପ୍ରଦେଶର ସମସ୍ୟା ଉପରେ ଭାରତକୁ ସମର୍ଥନ କରି  ସଂସଦରେ ଏକ ଦ୍ୱିଦଳୀୟ ବଲ ଆଗତ କରିଛନ୍ତି । ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି । ଏହି ବିଲ ଓରେଗୋନର ସାଂସଦ ଜେଫ ମର୍କେଲ ଏବଂ ବିଲ ହାଗେର୍ଟୀ ଆଗତ…

ଦୁଇ ରାଜ୍ୟର ସୀମାରେ ରହିଛି ନିଆରା ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରଥାନ୍ତି। କେତେକ ଷ୍ଟେସନ ନିଜର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟେସନ ବିଷୟରେ କହିବୁ ଯାହା ଜାଣିଲେ ଆପଣ…

ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ମୁମ୍ବାଇ: ବିସିସିଆଇ ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା। ସେ ତାଙ୍କ ଇସ୍ତଫା ପତ୍ର ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ନିକଟକୁ ପଠାଇଛନ୍ତି। ଜୟ ଶାହ ମଧ୍ୟ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ଏଏନ୍‌ଆଇ ଟ୍ୱିଟ୍ କରି ଏହି…

ଇମ୍ରାନଙ୍କୁ ଗିରଫ କରିବାକୁ ପହଞ୍ଚିଲା ପୁଲିସ ! ରୋକିବାକୁ ଘର ବାହାରେ ପିଟିଆଇ କର୍ମୀଙ୍କ ଭିଡ଼

ଇସ୍‌ଲାମାବାଦ: ପାକିସ୍ତାନରେ ରାଜନୈତିକ ହାଇ ଡ୍ରାମା ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ଭୟରେ ନିଜକୁ ଘର ଭିତରେ କଏଦ କରି ରଖିଥିବା ବେଳେ ଲାହୋରର ପୋସ ଜମାନ ପାର୍କ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ପୁଲିସ୍। ହେଲେ ତାପୂର୍ବରୁ ଇମ୍ରାନଙ୍କ ସୁରକ୍ଷା…

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ…

ଏୟାର ଇଣ୍ଡିଆର ଐତିହାସିକ ଚୁକ୍ତି; ଆଉ ୩୭୦ ଜେଟ୍‌ କିଣିବ କମ୍ପାନୀ

ନୂଆଦିଲ୍ଲୀ: ଆହୁରି ବିମାନ କିଣିବ ଏୟାର ଇଣ୍ଡିଆ। ମୋଟ ୮୪୦ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍। ପୂର୍ବରୁ ୪୭୦ ବିମାନ ଅର୍ଡର ଦେଇ ବେସାମରିକ ବିମାନ କିଣା ଚୁକ୍ତିରେ ରେକର୍ଡ କରିଥିବା ଟାଟା ପୁଣ ୩୭୦ ଜେଟ୍ ବିମାନ କିଣିବ। ଏନେଇ ଏୟାର ଇଣ୍ଡିଆର ବାଣିଜ୍ୟିକ ଓ ପରିବର୍ତ୍ତନ…

‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ 'ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା' ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ…

କବିତା : ଅସହାୟ 

ଶୁଭ୍ରାଂଶୁ ଶେଖର ମାହୁନ୍ତ ଓଠରେ ହସ ନ ଥାଇ ବି ହସିବାର ନିଖୁଣ ଅଭିନୟ କରୁଛି ମୁଁ ହୃଦୟରେ ଅସୁମାରି କୋହ ଭରି, ଇଛା ନ ଥାଇ ବି ହସୁଛି ମୁଁ ବିବଶ ଦେହ ଓ ମନକୁ ଅନିଚ୍ଛାରେ ଘୋଷାରି ଘୋଷାରି । ତୁମ କଥା ଭାଳି ଭାଳି ଅସରନ୍ତି ସ୍ବପ୍ନସବୁ ଯାଉଅଛି ମରି ମରି, ମୃଗତୃଷ୍ଣାର…

ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଦୁର୍ଘଟଣା; ଗଜପତିରେ ସବୁଠୁ କମ

ଭୁବନେଶ୍ବର : ୨୦୨୧ରେ ଓଡିଶାରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁବରଣ କରିଛନ୍ତି । ୯୭୮୨ ଜଣ ଆହତ ହୋଇଥିଲେ। ସେହିଭଳି ୨୦୨୨ରେ ୧୧୬୬୩ଟି ଦୁର୍ଘଟଣା ଘଟିଛି । ୫୪୬୭ ଜଣ ପ୍ରାଣ ହରାଇଥିବା ବେଳେ ୧୦୩୦୨ ଜଣ ଆହାତ ହୋଇଛନ୍ତି । ଗତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବଧିକ ଓ ଗଜପତି ଜିଲ୍ଲାରେ…

ରୁଷର ବେଲୁନ ରଣନୀତି; ୟୁକ୍ରେନ ଆକାଶରେ ଉଡୁଛି ଗୁଇନ୍ଦା ବେଲୁନ

ମସ୍କୋ: ଗୁଇନ୍ଦା ବେଲୁନକୁ ନେଇ ଏବେ ରାଜନୀତି ଜୋର ଧରିଛି । ଆମେରିକା ଆକାଶରେ ଏକାଧିକ ବେଲୁନ ଉଡିବା ପରେ ଆମେରିକା-ଚୀନ ବିବାଦ ବଢିବାରେ ଲାଗିଛି । ଏପଟେ ରୁଷ ସେନା ୟୁକ୍ରେନ ଆକାଶରେ ଛାଡିଛି ଗୁଇନ୍ଦା ବେଲୁନ । ଗୁଇନ୍ଦା ବେଲୁନ ୟୁକ୍ରେନ ଆକାଶରେ ଛାଡି ଏହାର ବାୟୁ ପ୍ରତିରକ୍ଷା…