ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା: ଫଟୋ ଦେଖିଲେ ମନ ଖୁସି ହୋଇଯିବ
ନୂଆଦିଲ୍ଲୀ:ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛୋଟ ପିଲାଙ୍କ ଗହଣରେ ପାଳିଲେ ରକ୍ଷାବନ୍ଧନ ପର୍ବ । ଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି ।
ଛୋଟ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧି ଥିଲେ…