Latest Odisha News

BREAKING NEWS

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଜାରି ରଖିବା। ଏଇ ସୁନ୍ଦର ପଦ୍ୟ "ଆରତି ବେଳ ଯେ ଗଡି ତ ଯାଉଛି, ଉଠ ହେ ଛପନଭୋଗୀ ।" ଓଡ଼ିଶାର ଭଜନ ସମ୍ରାଟ ଭିକାରୀ…

ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ହୋଟେଲରେ ପୋଲିସର ଚଢାଉ, ଗେଷ୍ଟ ଲିଷ୍ଟ୍ ଯାଞ୍ଚ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍…

ଦେଶର ସମସ୍ତ ନାଗରିକ ସମ୍ମାନ, ସମସ୍ତଙ୍କର ରହିଛି ସମାନ ଅଧିକାର: ସ୍ବାଧୀନତା ଦିବସରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୭ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଭାରତର ଝିଅମାନେ "ଆଗକୁ ଅଗ୍ରସର ହୁଅନ୍ତୁ" ଏବଂ "ସମସ୍ତ ଆହ୍ୱାନକୁ ସାମ୍ନା କରିବାରେ ସକ୍ଷମ ହୁଅନ୍ତୁ"। ସେ ସମ୍ବିଧାନ ଦ୍ୱାରା…

ଆଫଗାନିସ୍ତାନରେ ଆତଙ୍କୀ ହାମ୍‌ଲା : ହୋଟେଲ ଉପରେ ଆକ୍ରମଣ, ୩ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନ ଖୋଷ୍ଟର ଅଞ୍ଚଳର ଏକ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ହୋଟେଲକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲ ଉପରେ…

ମାହାଙ୍ଗାରେ ନାବାଳିକାର ଶବ ବ୍ଯବଚ୍ଛେଦ ନହୋଇ ଅନ୍ତିମ ସଂସ୍କାର ଅଭିଯୋଗ, ଡିଜିପିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ୨ ମାସ ତଳେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ…

ସ୍ବାଧୀନତା ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀଙ୍କ ବାର୍ତ୍ତା

ପୁରୀ: ଆସନ୍ତାକାଲି ୭୭ତମ ସ୍ୱାଧୀନତା ଦିବସ ପାଳିବ ସାରା ଭାରତ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରି ଭାରତବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ଗିରଫ କଲା ବାଲେଶ୍ବର ପୋଲିସ

ବାଲେଶ୍ୱର: ଓଡ଼ିଶା ଷ୍ଚାଫ ସିଲେକ୍ସନ କମିଶନ ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୁଲିସ।  ଏହା ସହିତ ପୁଲିସ ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ସମେତ ମୋଟ ୨୭ ଜଣଙ୍କୁ ଗିରଫ ହୋଇଛନ୍ତି। ସୋମବାର ଗିରଫ ହୋଇଥିବା ଦୁଇ ଜଣ ଏହି…

ରାଜଧାନୀରେ ଡେଙ୍ଗୁ ଜ୍ୱର ବ୍ୟାପିବା ପରେ କଟକକୁ ଡେଙ୍ଗୁ ଭୟ, ପରିମଳ ଉପରେ ପ୍ରଶାସନର ଗୁରୁତ୍ୱ

କଟକ: ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆଜି କଟକ ମହାନଗର ନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ମାସରେ ଅଧିକ ସମୟ ଧରି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ହେଁ ଏଯାଏଁ ସିଲଭର ସିଟିରେ କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ତଥାପି, ସଦ୍ୟ ସରକାରୀ ତଥ୍ୟ କହୁଛି,…

ରାଜ୍ୟରେ ମୋବାଇଲ ଟାଓ୍ୱାର କେତେ ଅଛି, ବିଜେଡି ଓ କଂଗ୍ରେସକୁ ହିସାବ ଦେଲେ କେନ୍ଦ୍ର ଟେଲିକମ ମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନତା ଦଳ ଓ କଂଗ୍ରେସକୁ କଡ଼ା ସମାଲୋଚନା କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟରେ ଟେଲିକମ୍ ଘନତ୍ୱକୁ ନେଇ ବିରୋଧୀ ଓଡ଼ିଶାବାସୀଙ୍କୁ ମିଛ କହିବା ବନ୍ଦ କରନ୍ତୁ। ଭୁବନେଶ୍ୱରରେ ଏକ ସାଧାରଣ ସଭାରେ ଯୋଗ ଦେଇ ବୈଷ୍ଣବ କହିଛନ୍ତି ଯେ, ଦୂରସଞ୍ଚାର…