Latest Odisha News

BREAKING NEWS

ଗାଜିଆବାଦରେ ଛାତିଥରା ହତ୍ୟାକାଣ୍ଡ: କୋର୍ଟରେ ଓକିଲଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଉତ୍ତର ପ୍ରଦେଶ:  ଗାଜିଆବାଦ ସିହାନିଗେଟ୍‌ ଥାନା ଅଞ୍ଚଳରେ ଛାତିଥରା ହତ୍ୟାକାଣ୍ଡ ଘଟିଛି। କୋର୍ଟରେ ପଶି କିଛି ଦୁର୍ବୃତ୍ତ ଜଣେ ଓକିଲଙ୍କୁ ହତ୍ୟା କରିଛନ୍ତି। ଓକିଲ ନିଜ ଚ୍ୟାମ୍ବରରେ ବସିଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ…

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ…

ମୋରେନାରେ ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ : ୫ ମୃତ, ଏକାଧିକ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ମୋରେନା ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁତ କାରଖାନାରେ ଅଘଟଣ  । ବିଷାକ୍ତ ଗ୍ୟାସ ଲିକ କାରଣରୁ ଅଣନିଶ୍ୱାସୀ ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି  । ଦୁର୍ଘଟଣା ପାଇଁ ଫ୍ୟାକ୍ଟ୍ରି ମାଲିକଙ୍କୁ ଦାୟୀ କରି କମ୍ପାନୀ ନିକଟରେ…

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ଗଞ୍ଜାମରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ହେଉଛି ଦୁର୍ବଳ। ନିଅଣ୍ଟିଆ ବର୍ଷା ଚିନ୍ତା ବଢାଉଛି। ଫଳରେ ଚାଷ କାମ ଆରମ୍ଭ ହୋଇପାରୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ୍। ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ…

ସ୍କୁଲ ଛୁଟିକୁ ନେଇ ବିହାର ସରକାରଙ୍କ ବଡ ଘୋଷଣା: ତାଲିକାରୁ କଟିଲା ରକ୍ଷାବନ୍ଧନ ସମେତ ୧୨ଟି ଛୁଟି

ବିହାର : ବିହାର ସରକାର ରାଜ୍ୟରେ ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏବେ ବିହାରର ସ୍କୁଲଗୁଡ଼ିକରେ ଛୁଟି ସଂଖ୍ୟାକୁ କମାଇ ଦିଆଯାଇଛି। ଶିକ୍ଷା ବିଭାଗ ସ୍କୁଲଗୁଡ଼ିକରେ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଦିଆଯାଉଥିବା ଛୁଟିର ଏକ ନୂଆ ତାଲିକା ଜାରି କରିଛି। ଏବେ ସ୍କୁଲଗୁଡ଼ିକରେ ୨୩ଟି…

ଆସନ୍ତାକାଲିଠାରୁ ସ୍ୱାଭାବିକ ହେବ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୩୧)ଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ। ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ। ପୂର୍ବତଟ…

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ଟ୍ରି ରିଲୋକେସନ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର: ଟ୍ରି ରିଲୋକେସନ ପାଇଁ SOP  ଜାରି ହୋଇଛି । ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା ୩୪.୫ ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ…

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ଦେଶରେ ପ୍ରଥମ ଥର ପାଇଁ ପେଟ୍ରୋଲ-ଡିଜେଲ ନୁହେଁ ଇଥାନଲରେ ଚାଲିବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ଇଥାନଲ କାର ଲଞ୍ଚ କରିଛନ୍ତି ଯାହା ୧୦୦% ଇଥାନଲରେ ଚାଲିବା ପାଇଁ ସକ୍ଷମ। ଗଡକରୀ ଟୟୋଟା ଇନୋଭାର ଫ୍ଲେକ୍ସ ଇନ୍ଧନ ମଡେଲ ଲଞ୍ଚ କରିଛନ୍ତି। ଇଥାନଲ ବିଷୟରେ ସବୁଠୁ ବଡ଼ କଥା ହେଉଛି ଏହା ତେଲ କୂଅରୁ ନୁହେଁ ବରଂ…

ରାଜଧାନୀରେ ସାବାଡ଼ ହେବେ ଅପରାଧୀ: ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି

ଭୁବନେଶ୍ୱର : କଟକ ପରେ ରାଜଧାନୀରେ ଆରମ୍ଭ ହେବ ସହଭାଗିତା କାର୍ଯ୍ୟକ୍ରମ  । ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ଅପରାଧିକ କାର୍ଯ୍ୟକଳାପ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କମିଶନରେଟ…