ଫିଲ୍ମ ‘ଆନିମଲ’ରେ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ରିଲିଜ୍, ରଣବୀରଙ୍କ ସହ ସ୍କ୍ରିନ୍ ସେୟାର କରିବେ ଏହି ଅଭିନେତ୍ରୀ
ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଖୁବ୍ ଚର୍ଚ୍ଚାରେ । ଖୁବଶୀଘ୍ର ତାଙ୍କୁ ଏକ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ । ଏଥର ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଉଭୟ ରଶ୍ମିକା ଓ ରଣବୀର ଆଗାମୀ ଫିଲ୍ମ ଆନିମଲରେ ନଜର…