Latest Odisha News

BREAKING NEWS

୧୦୫ତମ ମନ୍ କି ବାତ୍: ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ…

ନୂଆଦିଲ୍ଲୀ:୧୦୫ତମ  'ମନ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆଜିକାଲି ମୁଁ ଦୁଇଟି ବିଷୟ ଉପରେ ଅନେକ ଚିଠି ପାଇଛି - ପ୍ରଥମଟି ହେଉଛି ଚନ୍ଦ୍ରଯାନ -୩ ର ସଫଳ ଅବତରଣ ଏବଂ ଦ୍ୱିତୀୟଟି…

କର୍ଣ୍ଣାଟକ ୧୯ ବର୍ଷରୁ କମ ଟିମରେ ସୁଯୋଗ ପାଇଲେ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ

ବାଙ୍ଗାଲୋର: ଭାରତୀୟ ଟିମ ଆସନ୍ତା ମାସରେ ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛି । ଇତି ମଧ୍ୟରେ ଡ୍ରାଭିଡଙ୍କୁ ଗୌରବାନ୍ୱିତ କରିବା ଭଳି ଖବର ସମ୍ମୁଖକୁ ଆସିଛି । ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ଡ୍ରାଭିଡଙ୍କ ପୁଅ ସମିତ ୧୯ ବର୍ଷରୁ କମ…

ଆଇସିଏମଆରର ନୂତନ ଷ୍ଟଡିରେ ଖୁଲାସା: ପ୍ରଭାବହୀନ ହେଉଛି ଆଂଟିବାୟୋଟିକ

ମୁମ୍ବାଇ: ଆଇସିଏମଆରର ନୂତନ ଷ୍ଟଡିରେ ଏକ ଚିନ୍ତାଜନକ ତଥ୍ୟ ସମ୍ମୁଖକୁ ଆସିଛି । ନିମୋନିଆ ଓ ସେପ୍ସସିସ ପରି ରୋଗ ପାଇଁ ବ୍ୟବହାର କରାଯାଉଥିବା ଆଂଟିବାୟୋଟିକ ଏବେ ପ୍ରଭାବହୀନ ହେଉଛି । ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି । ଆଂଟିଭାଇରାଲ ଓ ଆଂଟିଫଂଗଲ ପ୍ରତି…

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଭୁବନେଶ୍ଵର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଭର ବ୍ରିଜ୍ ତଳକୁ ଖସିଲା କାର୍ । କାର ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବମିଖାଲ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଘଡିଛି ଏହି ସଡକ ଦୁର୍ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫ରେ ପଂହଚିଲା, ମହିଳା କ୍ରିକେଟ ଫାଇନାଲରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଆରମ୍ଭ ହୋଇଯାଇଛି । ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଟିମ ଇଣ୍ଡିଆ ୫ଟି ପଦକ ହାସଲ କରିବା ସହ ମହିଳା କ୍ରିକେଟ ଫାଇନାଲରେ ପ୍ରବେଶ କରି ଆଉ ଏକ ମେଡାଲ ନିଶ୍ଚିତ କରିଛି । ୧୦ ମିଟର ଏୟାର…

ବର୍ଷାରେ ଉବୁଟୁବୁ ନାଗପୁର; ଜଳାର୍ଣ୍ଣବ ପୁରା ସହର, ୫ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର ସ୍ଥିତି ଉପରେ…

ବିଶ୍ଵ ନଦୀ ଦିବସ: ଗଙ୍ଗାନଦୀ ପୂର୍ବରୁ ଭାରତରେ ବହୁଥିଲା ଏହି ବିଶାଳ ନଦୀ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସାରା ବିଶ୍ବ ପାଳୁଛି ନଦୀ ଦିବସ। ପ୍ରାକୃତିକ ଜଳ ଉତ୍ସର ନିରନ୍ତର ମାର୍ଗ ପ୍ରାଚୀନ ନଦୀନାଳ ଗୁଡ଼ିକର ସୁରକ୍ଷା ଓ ଅଧିକାର ପ୍ରତି ମଣିଷ ସମାଜ ସଚେତନ ହେବା ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ବୋଲି ଉପଲବ୍ଧି କରାଯାଉଛି। ସମଗ୍ର ବିଶ୍ୱରେ ନଦୀଗୁଡିକର ସୁରକ୍ଷା ପାଇଁ ୨୦୦୫ରେ ନଦୀ…

ରେଲୱେ ଟ୍ରାକକୁ ଖସିଲା ପଥର, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ପାହାଡ଼ ଉପରୁ ଖସିଲା ବଡ଼ ବଡ ପଥର ଖଣ୍ଡ । ପଥର ଖଣ୍ଡ ଖସିବାରୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍‌। ଟ୍ରେନ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଓ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି। ଏନେଇ ଆଜି ୮ ଟି ଟ୍ରେନକୁ ବାତିଲ…

‘ସିଂଘମ୍’ ପରି ସିନେମା ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଆଇନ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ ତୁରନ୍ତ ନ୍ୟାୟ ଦେଉଥିବା ‘ସିଂଘମ୍‌’ ପରି ସିନେମା ସବୁ ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ପ୍ରସାରଣ କରୁଛନ୍ତି ବୋଲି କହିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ୍‌ । ବିଚାରପତି ଗୌତମ ପଟେଲ ସିଙ୍ଘମ ଭଳି ସିନେମାରେ ଦେଖାଯାଇଥିବା…

ଏପରି ରାସ୍ତା ଯାହାକୁ ତିଆରି କରାଯାଇଛି ମଣିଷ ହାଡରେ, ଏଥିପାଇଁ ଦିଆଯାଇଛି ୧୦ ଲକ୍ଷଙ୍କ ବଳି

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ଯେ ଦୁନିଆର ଅନେକ ରାସ୍ତା ଅନେକ ଜିନିଷ ପାଇଁ ବେଶ ଜଣାଶୁଣା । କେତେକ ଲମ୍ବା ରାସ୍ତା, କେତେକ କ୍ଷୁଦ୍ରତମ କିମ୍ବା କେତେକ ବିଶ୍ୱର ସବୁଠାରୁ ପ୍ରଶସ୍ତ ଭାବରେ ବେଶ ଲୋକପ୍ରିୟ । କିନ୍ତୁ, ଆପଣ କେବେ ମଣିଷର ହାଡରେ ନିର୍ମିତ ରାସ୍ତା ବିଷୟରେ ଶୁଣିଛନ୍ତି କି?…