ଭଗ୍ନାବଶେଷ ତଳେ ଚାପି ହୋଇଥିବାରୁ ପରିଚୟ ମିଳୁନଥିଲା, ହାତରେ ଓଁ ଲେଖାଥିବା ଦେଖି ସ୍ପଷ୍ଟ ହେଲା ଭାରତୀୟ
ନୂଆଦିଲ୍ଲୀ: ଫେବୃଆରୀ ୬ ରେ ତୁର୍କୀରେ ୭.୮ ତୀବ୍ରତାର ହୋଇଥିବା ଭୂକମ୍ପରେ ଭାରତର ବିଜୟ କୁମାରଙ୍କ ମୃତ୍ୟୁ ଘଟିଛି। ସେ ଉତ୍ତରାଖଣ୍ଡର ପୌରୀ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସରକାରୀ କାର୍ଯ୍ୟରେ ତୁର୍କୀ ଯାଇଥିଲେ। ସେ ରହୁଥିବା ସେହି ହୋଟେଲର ଆବର୍ଜନାରୁ ତାଙ୍କ ମୃତଦେହ ମିଳିଛି। ଭୂକମ୍ପ…