ଯଦି ଆମ୍ବେଦକର ବଞ୍ଚିଥାନ୍ତେ ତାଙ୍କୁ ହତ୍ୟା କରିଥାନ୍ତି: ଭିଡିଓକୁ ନେଇ ବିବାଦ ପରେ ଅଭିଯୁକ୍ତ ଗିରଫ
ହାଇଦ୍ରାବାଦ: ଭାରତୀୟ ସମ୍ବିଧାନ ପ୍ରତିଷ୍ଠାତା ବିଆର୍. ଆମ୍ବେଦକରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ ଅଭିଯୁକ୍ତ। ତେଲେଙ୍ଗାନାରେ ହମାରା ପ୍ରସାଦ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ କରି ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ମନ୍ତବ୍ୟ ଦେଇଥିଲେ। ଏହି…