୪୪ ବର୍ଷ ବୟସରେ ମାଆ ହେବେ ମଡ଼େଲ କର୍ଟନି କାର୍ଦାସିଆଁ, ଦେଖାଇଲେ ବେବି ବମ୍ପ୍
ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ଜଣାଶୁଣା ମଡେଲ୍ କର୍ଟନି କାର୍ଦାସିଆଁ । ସେ ୪୪ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି । ଏବେ ସେ ବୋଲ୍ଡ଼ ଅବତାରରେ ନିଜ ‘ବେବି ବମ୍ପ୍’ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଖବର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।
ମଡେଲ୍ କର୍ଟନି…