ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ: ‘ମୋ ବସ୍’ର ସଫଳତା ସମ୍ପର୍କରେ…
ଭୁବନେଶ୍ୱର:ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍ ଅରୁଣ ବୋଥ୍ରା । ସମ୍ମିଳନୀରେ 'ମୋ ବସ୍'ର ସଫଳତା ସମ୍ପର୍କରେ କହିଲେ । ବୋଥ୍ରା କହିଲେ, ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ଯମରେ ସମସ୍ତଙ୍କ ପାଇଁ ନିରନ୍ତର ଓ ସୁବିଧାଜନକ ବସ୍ ସେବା ଯୋଗାଇ…