Latest Odisha News

BREAKING NEWS

ରାଜସ୍ଥାନରେ ସ୍କୁଟିରେ ବୁଲିଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ବର୍ଗଙ୍କ ସହ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସାମିଲ ହୋଇ ଚର୍ଚ୍ଚାରେ ରହିଛନ୍ତି ରାହୁଲ। ପୂର୍ବରୁ ଡେଲିଭରି ବୟଙ୍କ ସହ ସ୍କୁଟିରେ ବୁଲିବା ସହ ଟ୍ରକ ଚାଳକଙ୍କ ସହ ଟ୍ରକରେ ଯାତ୍ରା କରିବା। ପରେ…

ଫ୍ରିଜ୍ ପାଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ଭୁବନେଶ୍ଵର: ସାଧାରଣ ଭାବରେ ସମସ୍ତେ ପ୍ରାୟ ଥଣ୍ଡାପାଣି ପିଇବାକୁ ଭଲ ପାଆନ୍ତି । ତେବେ ନିଜର ଶୋଷ ମେଣ୍ଟାଇବା ପାଇଁ ଯଦି ଆପଣ ଫ୍ରିଜରୁ ପାଣି କାଢି ପିଉଛନ୍ତି ତାହେଲେ ଜାଣି ନିଅନ୍ତୁ ଏହା ଆପଣଙ୍କ ଶରିରକୁ କେଉଁ ପ୍ରକାରର କ୍ଷତି ପହଞ୍ଚାଇ ପାରେ । ପ୍ରଥମତଃ ସଂକ୍ରମଣ କାରଣରୁ ଡାକ୍ତରମାନେ…

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି…

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ଚେତାବନୀ ଦେଲେ ରାଜ୍ୟର ସରପଞ୍ଚ ସଂଘ

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ପାଇଁ ଶନିବାର ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର…

ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇବେ ।…

ମୁମ୍ବାଇରେ ଚାଞ୍ଚଲ୍ୟ: ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଲା ମାଆ

ମୁମ୍ବାଇ: ରକ୍ଷକ ସାଜିଲା ଭକ୍ଷକ  । ୪୦ ଦିନର ପିଲାକୁ ନିଜ ହାତରେ ହତ୍ୟା କରିଛି ଜନ୍ମକଲା ମାଆ  । ଏମିତି କିଛି ଘଟଣା ଘଟିଛି  ମୁମ୍ବାଇ ସହରରେ  । ସୂଚନା ମୂତାବକ ମୁମ୍ବାଇର ମୁଲୁନ୍ଦ ଅଞ୍ଚଳର ଜଣେ ଭିନ୍ନକ୍ଷମ ମହିଳା ନିଜର ଶିଶୁ କନ୍ୟାକୁ ୧୪ ମହଲା କୋଠାରୁ ଫୋପାଡି ହତ୍ୟା କରିଛନ୍ତି ।…

ବାରଣାସୀରେ ଇଣ୍ଟନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହାର ଡିଜାଇନ ମହାଦେବଙ୍କ…

ବାରାଣାସୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ  ଇଣ୍ଟରନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଡବଡ ନେତା ସାମିଲ ହୋଇଥିଲେ । ଏକ ସାଧାରଣ ସଭାକୁ ସମ୍ବୋଧିତ କରି…

ବିହାରରେ ଅଘଟଣ: ଘରର ଛାତ ଭୁଶୁଡି ୨ ମୃତ, ୩ ଆହତ

ବିହାର: ବିହାରରେ ଅଘଟଣ । ଲଗାଣ ବର୍ଷା କାରଣରୁ ଘରର ଛାତ ଭୁଷୁଡି ଚାଲିଯାଇଛି ୨ଜଣଙ୍କ ଜୀବନ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ମନପୁର ଥାନା…

ଆସୁଛି ଆଉ ଏକ ଲଘୁଚାପ; ପୁଣି ଭିଜିବ ଓଡ଼ିଶା  !

ଭୁବନେଶ୍ୱର:  ଆସୁଛି ପୁଣି ଏକ ଲଘୁଚାପ ।  ପୁଣି ଭିଜିବ ଓଡ଼ିଶା  ! ଆଣ୍ଡାମାନ ସାଗର ଏବଂ ଏହାର ଆାଖପାଖରେ ମାସର ଶେଷ ଆଡକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି   ଆଞ୍ଚଳିକ ପାଣିପାଗ ବିଭାଗ ଶନିବାର ଟୁଇଟ କରି…

ଦହିବରା ଖାଇବାର ଇଚ୍ଛା ଏକ ବଡ ବିପଦରୁ ବଞ୍ଚାଇ ଦେଲା

କଟକ: ଭଗବାନ ଯାହାକୁ ରଖିବେ ତାକୁ କିଏ ମାରିବ ? ଏହି କଥାର ସତ୍ୟତା ପୁଣି ଥରେ ପ୍ରମାଣିତ ହୋଇଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ୩/୪ ଦିନ ତଳେ କିଣିଥିଲେ ନୂଆ କାର । କାରରେ ବସି ତିନି ଜଣ ବ୍ୟକ୍ତି କଟକରୁ ବାଙ୍କି ଆସିଥିଲେ । ହେଲେ ସେମାନେ କାହିଁକି ଜାଣିବେ, ବାଟରେ ଏମିତି ଅଘଟଣ…