Latest Odisha News

BREAKING NEWS

କରୋନା ବେଳେ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପର ଡାଟା କୁଆଡ଼େ ଗଲା?

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି। ଏହି…

ଓଜନ ଥିଲା ୯୦୭, ଏତେ କମିଲା ଯେ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ଖାସ୍‌କରି ବର୍ତ୍ତମାନ ସମୟରେ ସ୍ଲିମ୍ ବା ପତଳା ରହିବା ଫେଶନ ପାଲଟିଗଲାଣି । ସେଥିପାଇଁ ବୟସ ଓ ବର୍ଗ ନିର୍ବିଶେଷରେ ସମସ୍ତେ ସ୍ଲିମ ରହିବାକୁ ପସନ୍ଦ କରିଥାନ୍ତି । ଯଦି କାହାର ମେଦବହୁଳତା ଦେଖାଦିଏ ସେ ଚିନ୍ତିତ ହୋଇପଡ଼ିବା ସ୍ୱାଭାବିକ । ଅନେକ…

ସମ୍ବଲପୁରରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା: ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଗୁରୁବାର ମାମଲାର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ। ରାଲି ନକରିବା, ଗଣମାଧ୍ୟମ ଆଗରେ ବୟାନ ଦେବା…

ମଝି ଆକାଶରେ ମନର କଥା କହିବାକୁ ସର୍ତ୍ତ ରଖିଲେ ମନ୍ତ୍ରୀଙ୍କ ହତ୍ୟା ମାମଲାର ଅଭିଯୁକ୍ତ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କେଉଁ କାରଣ ପାଇଁ ଜଣେ ପୋଲିସ ଅଧିକାରୀ (ଏବେ ବହିଷ୍କୃତ) ନିଷ୍ପତ୍ତି ନେଲେ ତାହା ଏଯାବତ ଅସ୍ପଷ୍ଟ ରହିଛି। ଘଟଣାକୁ ଇତି ମଧ୍ୟରେ ୧୩ ଦିନ ବିତିଛି। ହତ୍ୟାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ସେହିପରି ହତ୍ୟାର…

ଜେଜେମାଆ,ଜେଜେବାପାଙ୍କ ସ୍ମୃତିରେ ଟାଟୁ କଲେ ଯୁବକ

ଜେଜେବାପା ଓ ଜେଜେମାଆଙ୍କ ସହିତ ନାତିନାତୁଣୀଙ୍କ ସମ୍ପର୍କ ସବୁବେଳେ ଭିନ୍ନ ଓ ଅନ୍ୟ ସବୁ ସମ୍ପର୍କଠାରୁ ମିଠାମିଠା । ଯେ କୌଣସି ପରିବାରରେ ହେଉନା କାହିଁକି ବାପାମାଆଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ପିଲା ନିଜ ନିଜର ଜେଜେବାପା ଜେଜେମାଆଙ୍କୁ ଅନ୍ୟମାନଙ୍କଠାରୁ ସବୁଠୁ ଅଧିକ ଭଲ ପାଆନ୍ତି । ଅନେକ…

ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ଅଠର…

କିଟ୍ କାର୍ନିଭାଲ ଷ୍ଟାର ନାଇଟ୍‌ରେ ସୁନିଧିଙ୍କ ଧୁନ୍‌ରେ ନାଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍‌ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍‌ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍‌ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର  ହିଟ୍  ଗୀତ ପରିବେଷଣ କରିଥିଲେ।…

ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ବାଟ ଦେଖାଉଛି ହିଣ୍ଡାଲକୋ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଲରପଙ୍କ ଗ୍ରାମର ଜଣେ ବାସିନ୍ଦା ଅଞ୍ଜଳି ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ତାଙ୍କ ବାପାଙ୍କୁ ବାଲ୍ୟାବସ୍ଥାରେ ହରାଇବା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ସହଯୋଗ କରିବାକୁ ସ୍କୁଲ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦୧୯ରେ ଆଦିତ୍ୟ…

୭ ଜଣଙ୍କୁ ପ୍ରେମ ବିବାହ: ଏକାଠି ରୁହନ୍ତି ୭ ପତ୍ନୀ, ୯ ପିଲା

ଏକାଧିକ ପତ୍ନୀ ଗ୍ରହଣ କଲେ ତାହାର କ’ଣ ସାଇଡ଼ ଇଫେକ୍ଟ ଥାଏ ଏକଥା ଆମ ଭିତରୁ ଉଣା ଅଧିକେ ଜାଣିଛେ । ହିନ୍ଦି ସିନେମା ସାଜନ ଚଲେ ଶଶୁରାଲ କିମ୍ବା କିସ୍ କିସ୍ କୋ ମେ ପ୍ୟାର କରୁ ଯଦି ଆପଣ ଦେଖିଥିବେ ତାହାହେଲେ ଏକାଧିକ ପତ୍ନୀ ରଖିଲେ କ’ଣ ଅସୁବିଧା ହୁଏ ସେ କଥା ଅନୁଭବ କରିଥିବେ । କିନ୍ତୁ ଆମ…

ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ: ରାଷ୍ଟ୍ରପତି

ଭୁବନେଶ୍ୱର: ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଉତ୍କଳ ମଣ୍ଡପ ଠାରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସ-୨୦୨୩ର ବର୍ଣ୍ଣାଢ୍ୟ ସମାରୋହରେ ଯୋଗଦେଇ ଦେଇ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ…