ଦୁର୍ବୃତ୍ତଙ୍କୁ ଧରାପକେଇଲା ଡିଜିଟାଲ ପେମେଣ୍ଟ; ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ଶିକ୍ଷକ
ସୁନ୍ଦରଗଡ:ସୁନ୍ଦରଗଡରୁ ଅପହୃତ ଜଣେ ସ୍କୁଲ ହେଡମାଷ୍ଟରଙ୍କୁୂ ମଙ୍ଗଳବାର ଉଦ୍ଧାର କରିଛି ପୋଲସ । ଛତିଶଗଡର ଯୋରନ୍ଦାର ଏକ ଜଙ୍ଗଲିଆ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୋଲିସ । ଏଥିସହିତ ତାଙ୍କୁ ଅପହରଣ କରି ନେଇଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ।
ମିଳିଥିବା…