ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇ ସାରିଛି । ମା ବିମଳାଙ୍କ ମନ୍ଦିର ହୋଇଛି ଉତ୍ସବ ମୁଖର। ଠିକ ଷୋଳ ଦିନ ଗଣତି ହୋଇ ଅଶ୍ୱିନ ମାସ କୃଷ୍ଣ ପକ୍ଷ…